Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

by ସଞ୍ଜୟ ସ୍ୱାଇଁ
April 14, 2026
in Nayagarh
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି
92
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଏଏସପି ଜ୍ଯୋତି ରଞ୍ଜନ ସମାନ୍ତରାୟଙ୍କ ମହାନତା ଦେଖିବାକୁ ମିଳିଛି। ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ନିଜ ପୋଲିସ୍ ଗାଡ଼ିରେ ମେଡିକାଲ୍ ନେଇ ଚିକିତ୍ସା କରାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ନୟାଗଡ଼ ଏଏସପି ଜ୍ଯୋତି ରଞ୍ଜନ ସମାନ୍ତରାୟ କୌଣସି କାମରେ ଶରଣକୂଳ ଅଭିମୁଖେ ଯାଇଥିଲେ। କାମ ସାରି ଫେରୁଥିଲେ ।

ତେବେ ଶରଣକୂଳ ଥାନା ଅନ୍ତର୍ଗତ ଗୋତିସାହି ନିକଟରେ ଏକ ଦୁର୍ଘଟଣା ଘଟି ବାପା ମାଆ ଛୁଆ ତିନିଜଣ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜଗନ୍ନାଥ ପ୍ରଧାନ, ଧର୍ମପତ୍ନୀ ଲିଲି ପ୍ରଧାନ ଓ ନାବାଳିକା ଝିଅ ଦୁର୍ଘଟଣା ଆହାତ ହୋଇଥିବା ବେଳେ ଦୁର୍ଘଟଣା ଆହାତ ହୋଇଥିବା ସେହି ସମୟରେ ସୁରକ୍ଷା ଦାତା ସାଜି ପହଞ୍ଚିଥିଲେ ନୟାଗଡ଼ ଏଏସପି ଶ୍ରୀଯୁକ୍ତ ସମାନ୍ତରାୟ। ସେମାନଙ୍କ ପାଖକୁ ଯାଇ ଲୋକଙ୍କ ସାହାଯ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଜ ସରକାରୀ ଗାଡ଼ିରେ ଆଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଏଏସପି ଶ୍ରୀଯୁକ୍ତ ସମାନ୍ତରାୟଙ୍କ ଏଭଳି କାର୍ଯ୍ୟ ପାଇଁ ଆଜି ନୟାଗଡ଼ ପୋଲିସକୁ ସାଧାରଣ ଲୋକ ପ୍ରସଂଶା କରିବା ସହ ଏଏସପି ଜ୍ଯୋତି ରଞ୍ଜନ ସାମନ୍ତରାୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!