Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରୁଣାଚଳ ପ୍ରଦେଶରେ ପ୍ରକୃତିର ବଡ଼ ତାଣ୍ଡବ

by ସଞ୍ଜୟ ସ୍ୱାଇଁ
June 2, 2025
in State
ଅରୁଣାଚଳ ପ୍ରଦେଶରେ ପ୍ରକୃତିର ବଡ଼ ତାଣ୍ଡବ
38
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରକୃତିର ତାଣ୍ଡବରେ ଛାରଖାର ଉତ୍ତରପୂର୍ବାଞ୍ଚଳ। ସେପଟେ ଅରୁଣାଚଳ ପ୍ରଦେଶରେ ସବୁଠାରୁ ବଡ଼ ତାଣ୍ଡବ ରଚିଛି ପ୍ରକୃତି। ବିଶ୍ବର ସବୁଠାରୁ ବର୍ଷା ଅରୁଣାଚଳ ପ୍ରଦେଶରେ ହୋଇଥିବା ଦେଖାଯାଇଛି। ଦେଖନ୍ତୁ ଏହି ଛାତିଥର ଭିଜୁଆଲ। ଏ ହେଉଛି ଅରୁଣାଚଳ ପ୍ରଦେଶର ଅନଜା ଜିଲ୍ଲାରେ ଏକ ଝୁଲନ୍ତା ପୋଲ। ପର୍ବତରୁ ଖସୁଛି ତୀବ୍ର ବେଗରେ ବର୍ଷା ଜଳ। ସେପଟେ ଏହି ଝୁଲନ୍ତା ପୋଲରେ ଜୀବନ ସହ ସଂଘର୍ଷ କରି ପାର୍ ହେଉଛନ୍ତି ଜଣେ ବାସିନ୍ଦା। ହାତ ଗୋଡ ଖସିଲେ ରକ୍ଷା ନାହିଁ। ତଥାପି ଜୀବନକୁ ପାଣି ଛଡ଼ାଇ ବିପଜ୍ଜନକ ଭାବେ ପାର୍ ହେଉଛନ୍ତି ଜଣେ ବାସିନ୍ଦା। ଭାରତ, ଚୀନ ଓ ମିଆଁମାରକୁ ଲାଗି ରହିଛି ଏହି ଅଞ୍ଚଳ। ଗତ କିଛି ଦିନ ଧରି ସାରା ଉତ୍ତରପୂର୍ବାଞ୍ଚଳରେ ବର୍ଷା ଲାଗି ରହିବା ଯୋଗୁ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ଅବସ୍ଥା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!