Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରୁଣ ବିରୋଧି ଚକ୍ରାନ୍ତକାରୀ କିଏ ?

by ସଞ୍ଜୟ ସ୍ୱାଇଁ
December 2, 2019
in State
ଅରୁଣ ବିରୋଧି ଚକ୍ରାନ୍ତକାରୀ କିଏ ?
56
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ବିଜେଡି ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ଗତ ୨୮ ତାରିଖ ଦିନ ମୟୂରଭଞ୍ଜ ଜଲି ୍ଲାର ଅନେକ କଂଗେସ୍ର , ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଓ ବିଜେପିର ୧୦୦୦ରୁ ଊଦ୍ଧ୍ୱର୍ କର୍ମୀ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ପୂର୍ବତନ ବିଧାୟକ କାହ୍ନୁ ସୋରେନ୍ଙ୍କ ସହ କଂଗ୍ରେସର ବିଧାୟକ ପ୍ରୀର୍ଥୀ ବୈଦ୍ୟନାଥ ସିଂହ, ଝାରଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଗା ହେମ୍ରମ୍, ଜାମରା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି, ରୋରୁଆଁ ବ୍ଲକ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିନତୀ ତରି ଅି ।, ଖଣ୍ଟୁ । ବକ୍ଲ ୍ ପୂର୍ବତନ ଅଧ୍ୟକ୍ଷ ସୁଧନ୍ୟ ନାୟକ ତଥା କାଉନ୍ସିଲର ବିଜୁରାଜ ସୋରେନ୍, ଅନୁରାଧା
ସୋରେନ୍, ଠାକୁରମୁଣ୍ଡା ବିଜେପି ବ୍ଲକ୍ ପୂର୍ବତନ ସଭାପତି କମଳଲୋଚନ ମହାନ୍ତି, କଂଗ୍ରେସର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ତୁଳସୀ ମୁର୍ମୁ, ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି
ଜଗବନ୍ଧୁ ନାୟକ, ବେତନଟୀ ବିଜେପି ବ୍ଲକ୍ ସଭାପତି ଚନ୍ଦ୍ରମୋହନ ଦତ୍ତ, ବିଜେପିର ସମିତିସଭ୍ୟ ମିରେନ୍ ସାୟାନ୍, ଶିବପ୍ରସାଦ ନାୟକ, ଠାକୁରମୁଣ୍ଡା ବ୍ଲକ୍ ପୂର୍ବତନ ସଭାପତି ସୁଶାନ୍ତ
ମହାନ୍ତ, କଂଗ୍ରେସର ପୂର୍ବତନ ସମିତିସଭ୍ୟ ବିଶ୍ୱାନାଥ ସିଂହ ବାଦରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜେଶ ବାଦରା, ମୋରଡା ବ୍ଲକ୍ ବଡଭାଲିଆ ପୂର୍ବତନ ସମିତି ସଭ୍ୟ ଧାନୀ ହାଁସଦା, ପୂର୍ବତନ ସରପଞ୍ଚ ଖଗେଶର୍ୱ ସିଂ , ଜେଏମଏ୍ ମ୍ ବ୍ଲକ ସଭାପତି ନିମାଇଁ ସକାର, ଉପସଭାପତି ରାମ ହାଁସଦା, ଯୁବମୋର୍ଚ୍ଚା ସଭାପତି ଦିଲ୍ଲୀପ ମୁର୍ମୁ, ବଡସାହି ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ମାଝୀ, ପୂର୍ବତନ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟ ସାହୁ, ଲତା ନାୟକ, ସତ୍ୟ ବାନ୍ଦରା, ଭିମବାର ମୁର୍ମୁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଏହି ମିଶ୍ରଣ ସମୟରେ ପାରମ୍ପରିକ ବାଦ୍ୟନୃତ୍ୟ ସହିତ ଏକ ଶୋଭାଯାତ୍ରାରେ ନବୀନ ନିବାସରେ ପହଞ୍ଚି ବିଜେଡିରେ ସାମିଲ ହୋଇଥିଲେ ।

ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହିତ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ନବୀନ ନିବାସରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବେ ର ଜଲି ।୍ଲ ପର୍ଯ୍ୟ ବେକ୍ଷକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଉକ୍ତ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣମ କୁମାର ବଳବନ୍ତରାୟ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦେବାଶିଷ
ମାରାଣ୍ଡି, ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ବଧି ।ୟକ ସଦୁ ।ମ ମାରାଣ୍ଡ,ି ଗଣେଶର୍ୱ ପାତ୍ର, ମଙ୍ଗଳସିଂ ମୁଗି ପ୍ରମୁଖ ଏହି ମିଶ୍ରଣ ପବର୍ର ଉପସିତ୍ଥ ଥେô ଲ ।
ପ୍ରକାଶଥାଉ କି ଏହି ମିଶ୍ରଣ ପର୍ବର ଗୋଟିଏ ଦିନ ପରେ ଉତ୍ତର ଓଡିଶ଼ । ବଶି ୍ୱ ବଦି ୍ୟାଳୟର ଛାତ୍ରସଂସଦ ସଭାପତି ତୁଶାରକାନ୍ତ ନାୟକ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ଉପରେ ଆପତ୍ତିଜନକ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେଡିରେ ରାଜନୈତିକ ସରଗରମ ଜାରି ରହିଛି । ନୟାଗଡ଼ ବିଧାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ । ବିଜେପରି ଗଡ଼ କୁହାଯାଉଥିବା କଳାହାଣ୍ଡି ଜିଲ୍ଲାକୁ ବିଜେଡିର ଗଡ ସୃଷ୍ଟି କରିଥିଲେ ।

ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁଣ ସାହୁଙ୍କୁ ମୟୂରଭଞ୍ଜ ସଂଗଠନ ଦାୟିତ୍ୱ ପ୍ରଦାନ କରିଥିଲେ । ଅରୁଣ ସାହୁଙ୍କୁ ଦାୟତି ୍ୱ ମଳି ବି । ପରେ ସେ ବାରମ୍ବାର ମୟରୂ ଭଞ୍ଜ ଗସ୍ତ କରି ଜିଲ୍ଲାର ଛାତ,୍ର ଯବୁ କ ଓ ସମସ୍ତ ସାଂସ୍କୃତକି ସଂଗଠନ ସହିତ ଜଡି ହୋଇ ସେ ସଂଗଠନ ଆରମ୍ଭ କରିଥିଲେ । ଆଜିକାର ଦିନରେ ଯଦି ଅଙ୍କ କଷାଯାଏ ତେବେ ବିଜେଡି ଅନେକ ସୁଦୃଢ଼ ସ୍ଥିତିରେ ଅଛି । ଯାହାକି ଏହି ମିଶ୍ରଣ ପର୍ବର ନମୂନା । ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳର ସାଂଗଠନକି କାର୍ଯ୍ୟକଳାପକ ୁ ଦେଖି ଦଳର ଅନେକ ନେତା ଏହାକୁ ସ୍ୱାଗତ କରଛି ନ୍ତି ଏବଂ କଛି ି ଅଳସୁଆ ନେତାଙ୍କ ନଦି ହଜଯି ।ଇଛ ।ି ନବୀନ ନବି ।ସରେ ମଶି ଣ୍ର ପବ ର୍ ପରଦନି କଛି ଚକ୍ରାନ୍ତକାରୀ ଅରୁଣଙ୍କ ବିରୋଧରେ ଷଡଯନ୍ତ୍ର ଆରମ୍ଭ କରଥି େô ଲ । ଉତ୍ତର ଓଡ଼ିଶା ଛାତ୍ର ସଂସଦ ସଭାପତି ତୁଷାର ନାୟକଙ୍କୁ ହାତବାରିଶି କରି ଜିଲ୍ଲା ବିଜେଡି ସଂଗଠନକୁ ଫାଟ ସୃଷ୍ଟି କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି । ସୋସିଆଲ ମିଡିଆରେ ଛାତ୍ରସଂସଦ ସଭାପତି ଯେଉଁଭଳି ଅଭିଯୋଗ ଆଣିଛନ୍ତି ଏହା ମୂଲ୍ୟହୀନ ବୋଲି ଅରୁଣ ପକ୍ର ।ଶ କରଛି ନ୍ତ ।ି ଯୋଗ ବ୍ୟାୟାମ କରିବାକ ୁ ତଷୁ ।ରକ ୁ ହାଲକୁ । ଭାବେ କହିଥିଲେ । ଏହାକୁ ନେଇ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି । ଏହାର ପତ୍ର ବି ।ଦରେ ଛାତ୍ର ବିଜେଡି ଓ ଯୁବ ବିଜେଡିର ନେତାମାନେ ଷଡଯନ୍ତ୍ରକାରୀଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ପ୍ରକାଶ କରିଛନ୍ତି । ଛାତ୍ରନେତା ତୁଷାରଙ୍କର ରାଜନୈତିକ କାର୍ଯ୍ୟଶୈଳୀ ଯଦି ତର୍ଜମା କରାଯାଏ ଅରୁଣ ସାହୁଙ୍କ ନେତତୃ ୍େୱ ର ସେ ମୟରୂ ଭଞ୍ଜ ଜଲି ।୍ଲ ରେ ସଂଗଠନ ଆରମ୍ଭ କରିଥିଲେ ।

ନକି ଟରେ ଅରୁଣଙ୍କୁ ଉତ୍ତରଓଡଶି଼ । ବିଶ୍ୱବିଦ୍ୟାଳୟ ଛାତ ୍ର ସଂସଦ ବାଷର୍କି ଉତ୍ସବରେ ମୁଖ୍ୟଅତିଥି ଭାବେ ତଷୁ ।ର ଅରଣୁ ଙ୍କ ୁ ଡାକଥି େô ଲ । ତଷୁ ।ର ଅରଣୁ ଙ୍କର ଜଣେ ବଡ ଫ୍ୟାନ ୍ ବୋଲି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ଦଳୀୟ କର୍ମୀ ଜାଣିଛନ୍ତି । ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଠାର ୁ ଆରମ୍ଭ କରି ସମସ୍ତ ବକି ।ଶମଳୂ କ କାର୍ଯ୍ୟ ପାଇ ଁ ଅରଣୁ ଙ୍କ ସାହାଯ୍ୟ ନଅି ନ୍ତ ି ତୁଷାର । ଏଠ ି ପଶ୍ର ୍ନ ଉଠଛୁ ି କେଉଁ ପରସି ିତ୍ଥ ିରେ ତଷୁ ।ର ନିଜର ନେତାଙ୍କ ବିରୁଦ୍ଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । କେଉଁ ଗୋଷ୍ଠୀ କମ୍ବି । କେଉ ଁ ନେତା ତୁଷାରଙ୍କୁ ଅରୁଣଙ୍କ ବିରୋଧରେ ଏଭଳି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଛନ୍ତି ତାହା ଏବେ ଦଳ ଭିତରେ ତର୍ଜମା ଚାଲିଛି । ତୁଷାରଙ୍କୁ ଅରୁଣ ନିଜର ସାନଭାଇ ପରି ଦେଖନ୍ତି । ତାଙ୍କର ରାଜନୈତିକ କ୍ୟାରିୟର ସହିତ ବ୍ୟକ୍ତିଗତ ଭଲମନ୍ଦ କଥା ମଧ୍ୟ ତାଙ୍କୁ ବଝୁ ।ନ୍ତ ।ି ମାତ୍ର କ’ଣ ପାଇଁ ସେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ତାହାକୁ ନେଇ ଚାଲିଛି ତଜର୍ମ । । କଛି ି ନଦ୍ଧି ର୍ଷ୍ଟି ଗଣମାଧ୍ୟମ ଓ ବିରୋଧି ଗୋଷ୍ଠୀ ଏହି ଘଟଣାକୁ ଅଧତ୍କ କ୍ରୟି ।ଶୀଳ କରାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଅରୁଣ ତାଙ୍କ ବକ୍ତବ୍ୟରେ ସତ୍ୟର ଜୟ ହେବ ବୋଲି କହିଥେô ଲ ।

Tags: AppleComputer

Leave a Reply Cancel reply

Your email address will not be published. Required fields are marked *

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!