Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉତ୍ତରପ୍ରଦେଶରୁ ୪ ସାଇବର ଠକଙ୍କୁ ଉଠାଇ ଆଣିଲା ରାଉରକେଲା ପୋଲିସ

by ସଞ୍ଜୟ ସ୍ୱାଇଁ
May 8, 2023
in Crime, State
ଉତ୍ତରପ୍ରଦେଶରୁ ୪ ସାଇବର ଠକଙ୍କୁ ଉଠାଇ ଆଣିଲା ରାଉରକେଲା ପୋଲିସ
31
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ସାଇବର ଠକେଇ ଅଭିଯୋଗରେ ୪ ଜଣ ଗିରଫ । ଉତ୍ତରପ୍ରଦେଶ ଗାଜିଆବାଦରୁ ଗିରଫ କରିଛି ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ସେମାନଙ୍କଠାରୁ ଗୋଟିଏ ଟାଟା ସଫାରୀ କାର୍, ୧୨ଟି ମୋବାଇଲ, ଗୋଟିଏ ଲାପଟପ, ୨୧ଟି ଏଟିଏମ୍ ସହ କିଛି ନଗଦ ଟଙ୍କା ଜବତ ହୋଇଛି । ରାଉରକେଲା ସିଭିଲ ଟାଉନସିପିର ସ୍ଵେତ ଚନ୍ଦନ ନାମକ ଯୁବକ ଏଚଡ଼ିଏଫସି ବ୍ୟାଙ୍କରେ ଇନ୍‌ସ୍ୟୁରାନ୍ସ କରିଥିଲେ । ଗୋଟିଏ କିସ୍ତି ଦେବା ପରେ ଇନ୍‌ସ୍ୟୁରାନ୍ସ ଲାପ୍ସ ହୋଇଯାଇଥିଲା । ଗୁଗୁଲକୁ ଯାଇ କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିବା ପରେ ସାଇବର ଠକ ହ୍ୟାକ୍ କରି ସ୍ଵେତଙ୍କ ଠାରୁ ଲକ୍ଷେ ୭୭ ହଜାର ଟଙ୍କା ନେଇଯାଇଥିଲେ । ପରେ ସ୍ଵେତ ଚନ୍ଦନ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ପରେ ଫୋନ୍ ନମ୍ବର ଟ୍ରାକ୍ କରି ଉତ୍ତରପ୍ରଦେଶ ଗାଜିଆବାଦରୁ ୪ ସାଇବର ଠକଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!