Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡକାୟତି ମାମଲାରେ ବନ୍ଧା ହେଲେ ୩ ହୋମଗାର୍ଡ

by ସଞ୍ଜୟ ସ୍ୱାଇଁ
June 8, 2023
in Crime, State
ଡକାୟତି ମାମଲାରେ ବନ୍ଧା ହେଲେ ୩ ହୋମଗାର୍ଡ
365
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ଡକାୟତି ମାମଲାରେ ବନ୍ଧା ହେଲେ ୩ ହୋମଗାର୍ଡ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏକ ଡକାୟତି ମାମଲାରେ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଛି ପାଡୁଆ ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ କାର, ୮୦ ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ପୋଲିସର କହିବା ଅନୁସାରେ, ଆନ୍ଧ୍ରପ୍ରଦେଶର କାମୁଡ ଚିତ୍ତଲ ନାମକ ଜଣେ ବ୍ୟକ୍ତି ଗାଡି କିଣିବା ପାଇଁ ଜୟପୁର ଆସୁଥିଲେ । ଏହି ସମୟରେ ଚାଟୁଆ ନିକଟରେ ପିଛା କରି ତାଙ୍କଠାରୁ ୧ ଲକ୍ଷ ୫୦ ହଜାର ଲୁଟି ନେଇଥିଲେ ଦୁର୍ବୃତ୍ତ କ୍ଷ ପାଡୁଆ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିଥିଲା । ଏହି ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି । ଏଥିରେ ତିନି ଜଣ ହୋମଗାର୍ଡ ଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଅଛନ୍ତି । ଗିରଫ ତିନି ହୋମଗାର୍ଡ ହଲେ ନୀଳକଣ୍ଠ ପାଙ୍ଗି, ଡମ୍ବରୁ ଧାଙ୍ଗଡା ମାଝୀ ଏବଂ ଅର୍ଜୁନ ପାଙ୍ଗି । ଅନ୍ୟ ଦୁଇ ଜଣେ ହେଲେ ଅନ୍ତର‌୍ୟ୍ୟାମୀ ଗୁଣ୍ଠା, ମାଣିକ ଗୁଣ୍ଠା। ଏହି ଦୁଇଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ଏବଂ ଡକାୟତ ଭଳି ମାମଲା ରହିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି କ୍ଷ ତେବେ ଡକାୟତି ପରି ସଙ୍ଗୀନ ମାମଲାରେ ହୋମଗାର୍ଡଙ୍କ ସମ୍ପୃକ୍ତି ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!