Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଳ ହେଲା ୟୁଟ୍ୟୁବ୍‌ରେ ମୟୁର ତରକାରୀ, ବନ୍ଧା ହେଲେ ୟୁଟୁୃବର

by ସଞ୍ଜୟ ସ୍ୱାଇଁ
August 12, 2024
in Crime, NATIONAL NEWS
କାଳ ହେଲା ୟୁଟ୍ୟୁବ୍‌ରେ ମୟୁର ତରକାରୀ,  ବନ୍ଧା ହେଲେ ୟୁଟୁୃବର
96
VIEWS
Share on FacebookShare on Twitter

ତେଲେଙ୍ଗାନା, (ବାଘୁଆବାର୍ତ୍ତା): ନିଜ ଫଲୋର୍ସ ସଂଖ୍ୟା ବଢ଼ାଇବାକୁ ୟୁଟ୍ୟୁବର୍‌ମାନେ ସୋଶାଲ ମିଡିଆରେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି। ଶେଷରେ ଏହାଦ୍ୱାରା ସେମାନେ ନିଜେ ଆଇନ୍‌ ଜାଲରେ ଫସି ଯାଉଛନ୍ତି। ଏପରି ଜଣେ ୟୁଟ୍ୟୁବର୍‌ ହେଲେ ପ୍ରଣୟ କୁମାର। ନିଜ ୟୁଟ୍ୟବ୍‌ ଚ୍ୟାନେଲ୍‌ରେ ମୟୂର ତରକାରୀ କରି ବନ୍ଧା ହୋଇଛନ୍ତି ତେଲେଙ୍ଗାନାର ସିରସିଲା ଅଞ୍ଚଳର ପ୍ରଣୟ କୁମାର। ଅବୈଧ ଭାବେ ବନ୍ୟଜନ୍ତୁଙ୍କ ଶିକାର କରି ତାହାକୁ ଖାଦ୍ୟ ଭାବେ ଗ୍ରହଣ କରିବା ଅଭିଯୋଗରେ ଗତକାଲି ବନ ବିଭାଗ ପ୍ରଣୟଙ୍କୁ ଗିରଫ କରିଛି। ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନଭିନ କରିଛି ବିଭାଗ । ସେଠାରୁ ରକ୍ତ ଛିଟା ଓ ବିଭନ୍ନ ସାମ୍ପଲ ସଂଗ୍ରହ କରି ଫରେନସିକ୍‌ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛି। ଏଥିସହ ବଳିଥିବା ତରକାରୀର ସାମ୍ପଲକୁ ବି ପରୀକ୍ଷା ପାଇଁ ପଠା ଯାଇଛି। ଏହା ମୟୂର ମାଂସ ବୋଲି ପ୍ରମାଣିତ ହେଲେ ପ୍ରଣୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ଚେତାବନୀ ଦେଇଛନ୍ତି। ଏଥିସହ ଭିଡ଼ିଓର ବୈଧତା ମଧ୍ୟ ଯାଞ୍ଚ କରୁଛି ଟିମ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!