Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦେଶିନୀଙ୍କ ଜଙ୍ଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
March 3, 2025
in Crime, State
ବିଦେଶିନୀଙ୍କ ଜଙ୍ଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ, ୨ ଗିରଫ
147
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମହଙ୍ଗା ପଡିଲା ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଘଟଣା। ବନ୍ଧାହେଲା ଟାଟୁ ଆର୍ଟିଷ୍ଟ ରକି ଓରଫ ରକି ରଞ୍ଜନ ବିଷୋୟୀ ଏବଂ ତାଙ୍କ ସହଯୋଗି ଆର୍ଟିଷ୍ଟ ଅଶ୍ଵିନୀ ପ୍ରଧାନକୁ। ଉଭୟଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ । ସୂଚନା ଅନୁଯାୟୀ, ଧାର୍ମିକ ଭାବନାକୁ କୁଠାରଘାତ୍ କରିବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବିଏନଏସ ୨୯୯ ଏବଂ ବିଏନଏସ ୧୯୬ ରେ ଗିରଫ କରିଛି ସହିଦନଗର ଥାନା ପୁଲିସ। ସହିଦନଗର ଥାନା ଅଞ୍ଚଳରେ ଏକ ରକି ଟାଟୁ ସେଣ୍ଟର ରହିଛି। ସେଠାରେ ରକି ଜଣେ ବିଦେଶିନୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିଥିଲେ ପରେ ତାହାକୁ ଭାରାଇରାଲ କରିଥିଲେ। ହ୍ବାଟସଆପ ଷ୍ଟାଟସରେ ଛାଡିଥିଲା ବିଦେଶିନୀଙ୍କ ଜଙ୍ଘରେ କରିଥିବା ଟାଟୁ। ଯାହାକୁ ନେଇ ରକି ଏବଂ ଅଶ୍ଵିନୀଙ୍କୁ ଗିରଫ କରାଯାଇଛି। ବିଦେଶୀନିଙ୍କ ବିରୋଧରେ କୌଣସି ଆକ୍ସନ ନିଆଯାଇନାହିଁ । କେବଳ ବିଦେଶୀନି ଜଣଙ୍କ ସୋସିଆଲ ମିଡ଼ିଆରେ କ୍ଷମା ମାଗିଛନ୍ତି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏସପି ଜୋନ-୫।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!