Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ ବଡ଼ କମ୍ପାନୀ ନାମରେ ଚାକିରି ଦେବା ନାଁରେ ଠକେଇ, ବନ୍ଧା ହେଲେ ୩

by ସଞ୍ଜୟ ସ୍ୱାଇଁ
August 12, 2023
in Crime, State
ବଡ଼ ବଡ଼ କମ୍ପାନୀ ନାମରେ ଚାକିରି ଦେବା ନାଁରେ ଠକେଇ, ବନ୍ଧା ହେଲେ ୩
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚାକିରି ଦେବା ନାରେ ଠକେଇ ରାକେଟକୁ ବାନ୍ଧିଲା ସାଇବର ପୋଲିସ। ଏୟାରଫିଲ୍ଡ ଅଞ୍ଚଳରେ ଅଫିସ ଖୋଲି କରୁଥଲେ ଠକେଇ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁ ଅନେକ ଚାକିରି ଆଶୟୀଙ୍କୁ ଠକୁଥିଲେ। ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ରାଜ ସିହ୍ନା ଦିଲ୍ଲୀର ମୁଖ୍ୟ ଥିବା ବେଳେ କେନ୍ଦ୍ରାପଡ଼ାର ସନ୍ଦୀପ କୁମାର୍ ଭୋଇ, ସୁନ୍ଦରପଦାର ରାଜେଶ ସାମନ୍ତରାୟ ଓଡ଼ିଶା ହେଡ୍ ଭାବରେ କାମ କରୁଥିଲେ। ସେମାନକଙ୍କ ଠାରୁ ୩ ହଜାର ଟଙ୍କା ୮ ଟି ମୋବାଇଲ ୨ ଲାପଟପ୍, ୧୨ ଏଟିଏମସ, ଚେକ୍ ବୁକ୍ ପାସ୍ ବୁକ୍ ଜବତ ହୋଇଛି। ଶିବ ଶଙ୍କର ରେଡ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସମଗ୍ର ଦେଶରେ ଜବ୍ ଫ୍ରଡ ଚାଲିଥିବାରୁ ୧୦ ହଜରରୁ ଉର୍ଦ୍ଧ୍ବ ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ। ଏହି ଘଟଣାରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିବ ସାଇବର ଥାନା ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!