Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯ ଅନ୍ତର୍ଜାତୀୟ ସାଇବର ଲୁଟେରା ଗିରଫ

by ସଞ୍ଜୟ ସ୍ୱାଇଁ
April 9, 2025
in Crime, State
୯ ଅନ୍ତର୍ଜାତୀୟ ସାଇବର ଲୁଟେରା ଗିରଫ
82
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ପୋଲିସ ହାତରେ ଅନ୍ତର୍ଜାତୀୟ ସାଇବର ଲୁଟେରା। ୯ ଅର୍ନ୍ତଜାତୀୟ ସାଇବର ଲୁଟେରା ଗିରଫ । ସେମାନଙ୍କ ନିକଟରୁ ଲ୍ୟାପଟପ , ମୋବାଇଲ , ସିମ , ଡେବିଟ କାର୍ଡ , ଟଙ୍କା ଗଣତି ମେସିନ ଜବତ । ଏଥି ସହ ଫ୍ରିଜ କରାଯାଇଛି କୋଟିଏ ୪୧ ଲକ୍ଷ । ଗିରଫ ୯ ଜଣ ମଧ୍ୟରୁ ୮ଜଣଙ୍କ ଘର ଛତିଶଗଡ଼ରେ ହୋଇଥିବା ବେଳେ ଜଣେ ଉତ୍ତରାଖଣ୍ଡ ଅଞ୍ଚଳର। ରାଉରକେଲା ସହରର ସିଭିଲ ଟାଉନସିପରେ ଏକ ଭଢ଼ା ଘରେ ରହି ସେଠାରୁ ନେଟଓ୍ବାର୍କ ଚଲାଉଥିଲେ ଏହି ସାଇବର ଲୁଟେରା । ଖବର ପାଇ ରାଉରକେଲା ପୋଲିସ ଚଢାଉ କରି ଏହି ସାଇବର ଲୁଟେରାଙ୍କୁ ଧରିଥିଲା। ସେମାନଙ୍କ ଠାରୁ ୫ଟି ଲ୍ୟାପଟପ , ୩୧ ଟି ସ୍ୱାର୍ଟ ଫୋନ , ବିଭିନ୍ନ କଂପାନୀର ୬୮ ସିମକାର୍ଡ଼ , ୨୦ଟି ଅଧାର, ପ୍ୟାନ କାଡ଼ , ବ୍ୟାଙ୍କ ପାଶ ବୁକ୍ ସହ ଚେକ ବୁକ୍ , ୪ଟି ବିଭିନ୍ନ ବ୍ୟାଙ୍କର ୧୯ ଗୋଟି ଡେବିଟ କାର୍ଡ଼ , ଟଙ୍କା ଗଣତି ମେସିନ , ଗୋଟିଏ କାର ,ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଏଥି ସହ ବିଭିନ୍ନ ବ୍ୟାଙ୍କରେ ଥିବା ୧୭୬ ଆକାଉଣ୍ଟ ପୋଲିସ ଫ୍ରିଜ କରିଛି। ଯେଉଁଥିରେ ଅଛି କୋଟିଏ ୪୧ଲକ୍ଷ ଟଙ୍କା । ସାଇବର ଲୁଟେରାର ମାଷ୍ଟର ମାଇଁଣ୍ଡ ୟୁଏଇରେ ରହି ନେଟଓ୍ବାର୍କ ଚଲାଉଥିଲା ବିଭିନ୍ନ ବେଆଇନ ଆପ ମାଧ୍ୟମରେ କୋଟି କୋଟି ଲୁଟ କରିଛନ୍ତି ବୋଲି ରାଉରକେଲା ଏସପି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!