Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିଯୋଗ କାରୀ ଚୋରିର ସତ ବଖାଣିଲା

by ସଞ୍ଜୟ ସ୍ୱାଇଁ
August 3, 2021
in Crime
ଅଭିଯୋଗ କାରୀ ଚୋରିର ସତ ବଖାଣିଲା
108
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ଚୋରୀ ହୋଇଥିବବା ନେଇ ଥାନାରେ ମାମଲା ରୁଜୁ ହେଲା । ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ହେଲେ ଯିଏ ଅଭିଯୋଗ କରିଥିଲା ତାକୁ ତଦନ୍ତ ପରିସର ଭୁକ୍ତ କଲା ପୁଲିସ୍ । ତେବେ ପୁଲିସର ତଦନ୍ତରେ ସତ ଓଗାଳିଲା ଅଭିଯୋଗକାରୀ । ଥାନାକୁ ଅଭିଯୋଗ ଆଣିଥିବା ବ୍ୟକ୍ତି ଚୋରୀ ହୋଇଥିବାର ବ୍ଲୁ ପ୍ରିଣ୍ଟ ବିଷୟରେ ପୁଲିସ୍ ଆଗରେ ସତ ଓଗାଳିକା । ଏଭଳି ଘଟଣା ହୋଇଛି ରାୟଗଡ଼ା ସଦର ଥାନା ଅଞ୍ଚଳରେ । ତେବେ ପୁଲିସ୍ ଅଭିଯୋଗକାରୀଙ୍କ ଘରୁ ୨୪ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଅଭିଯୋଗକାରୀକୁ ଗିରଫ୍ କରିଥିବା ଜଣାପଡିଛି । ସୂଚନାନୁସାରେ, ରାୟଗଡ଼ା ରୟତ କଲୋନୀର ଷଷ୍ଠ ଲାଇନରେ ରହୁଥିବା ବି. ବିଶ୍ୱ ଗଣପତି ଶର୍ମା ଓ ତାଙ୍କ ମା ଆନ୍ଧ୍ର ଯାଇଥିବା ବେଳେ କେହି ତାଙ୍କ ଘରେ ପଶି ୩୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଚୋରୀ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!