Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀଙ୍କ ପଥରେ ସ୍ତ୍ରୀ, ସେନାରେ ସାମିଲ ହେଲେ ନିତିକା

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS
ସ୍ୱାମୀଙ୍କ ପଥରେ ସ୍ତ୍ରୀ, ସେନାରେ ସାମିଲ ହେଲେ ନିତିକା
197
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ଲଢ଼ି ବୀରଗତି ପ୍ରାପ୍ତ କରିଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ। ତାଙ୍କ ମର ଶରୀର ପାଖରେ ସେତେବେଳେ ଅଶ୍ରୁ ଗଡ଼ାଇ ସାଲ୍ୟୁଟ ମାରି ଚର୍ଚ୍ଚାକୁ ଆସିଥିଲେ ସ୍ତ୍ରୀ ନିତିକା କୌଲ। ଏବେ ସେ ତାଙ୍କ ସ୍ୱାମୀଙ୍କ ପଥରେ। କାରଣ ନିତିକା ଏବେ ସେନାରେ ସାମିଲ୍ ହୋଇଛନ୍ତି। ଆର୍ମିରେ ଯୋଗ ଦେବା ପରେ ସେ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ ହୋଇଛନ୍ତି। ଆଜି ସେନାର ପୋଷାକ ପିନ୍ଧିବା ପରେ ସର୍ବ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଶନିବାର ଅଫିସର୍ ଟ୍ରେନିଂ ଏକାଡେମୀ ର ଏକ ପାସ୍ ପ୍ୟାରେଡ୍ ହୋଇଥିଲା। ଏହି ଅବସରରେ ଅନେକ କ୍ୟାଡେଟ୍ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ଦେଶର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସମସ୍ତ ନଜର ଥିଲା ଲେଫ୍ଟନାଣ୍ଟ ନିତିକାଙ୍କ ଉପରେ। ନିତିକା ମଧ୍ୟ ସମାନ ୟୁନିଫର୍ମ ପିନ୍ଧିଥିଲେ ଯାହା ପୂର୍ବରୁ ତାଙ୍କ ଶହୀଦ ସ୍ୱାମୀ ମେଜର ବିଭୁତି ଶଙ୍କର ଧୌଣ୍ଡିଆଲ ପିନ୍ଧିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!