Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାମିନ ମିଳିବାର ସପ୍ତାହେ ବିତିଗଲା, ଜେଲରୁ ବାହାରି ପାରୁନାହାନ୍ତି ଅର୍ଚ୍ଚନା ନାଗ

by ସଞ୍ଜୟ ସ୍ୱାଇଁ
December 11, 2023
in Crime, State
127
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେବେ ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ? ବେଲ୍ ମିଳିବାର ସପ୍ତାହେ ବିତିଗଲାଣି । ତଥାପି ଝାରପଡ଼ା ଜେଲରୁ ବାହାରି ନାହାନ୍ତି ଅର୍ଚ୍ଚନା । ବିଳମ୍ବ କାହିଁକି ହେଉଛି ? ଗତ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏବେ ହାଇକୋର୍ଟରୁ ସାର୍ଟିଫାଏ କପି ଆଣି ଇଡି କୋର୍ଟରେ ଦାଖଲ କରିବେ ଅର୍ଚ୍ଚନାଙ୍କ ଓକିଲ । ପରେ ଜାମିନରେ ଥିବା ସର୍ତ୍ତଗୁଡିକୁ ପୂରଣ କରିବେ । ଦୁଇ ଲକ୍ଷ ଟଙ୍କାର ଦୁଇଟି ଜାମିନଦାର ଦେବେ । ପାସପୋର୍ଟ ଦାଖଲ କରିବେ ଅର୍ଚ୍ଚନା । ଏସବୁ ଦାଖଲ କରି ସାରିବା ପରେ ଇଡି କୋର୍ଟ ରିଲିଜ ଅର୍ଡର କରିବେ । ଜେଲରେ ରିଲିଜ ଅର୍ଡରକୁ ଦାଖଲ କରିବା ପରେ ମୁକୁଳିବେ ଅର୍ଚ୍ଚନା ନାଗ । ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ଇଡି କୋର୍ଟରେ ଏସବୁ ଦାଖଲ ହୋଇ ନଥିବାରୁ ରିଲିଜ ଅର୍ଡର ଆସିବାରେ ବିଳମ୍ବ ହେଉଛି । ୧୪ ମାସ ହେବ ଭୁବନେଶ୍ବର ଝାରପଡ଼ା ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କ ନାଁରେ ୩ଟି ମାମଲା ରହିଥିବା ବେଳେ ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନା ମାମଲାରେ ଜାମିନ ମିଳିସାରିଥିଲା । ତେଣୁ ଏବେ ଜେଲରୁ ଜାମିନରେ ମୁକୁଳିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!