Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି

by ସଞ୍ଜୟ ସ୍ୱାଇଁ
January 3, 2023
in Crime, State
ଏସ୍ଆଇଟି ସ୍କାନରରେ ଅର୍ଚ୍ଚନା ନାଗ
197
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ୍ ଗିରଫ ମାମଲା । ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି । ଏଥିପାଇଁ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ନୋଟିସ ଜାରି କରିଛି ED । ଏହି ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରିଛି ED । ଜବତ ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ଜଣାଇବାକୁ ନୋଟିସ୍‌ରେ କୁହାଯାଇଛି । ସୂଚନା ଥାଉକି, ଲୋକଙ୍କୁ ବିଭିନ୍ନ ଆଳରେ ବ୍ଲାକମେଲିଂ କରି ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗକୁ ରାଜଧାନୀ ଭୁବନେଶ୍ଵରରେ ବିତାଉଥିଲେ ବିଳାସମୟ ଜୀବନ । ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ବିଳାସବ୍ୟସନରେ ଦିନ କାଟୁଥିଲେ। ରହୁଥିଲେ ଆଲିସାନ ଘରେ। ଦାମୀ ଦାମୀ ଗାଡ଼ି ଚଢୁଥିଲେ। ମାତ୍ର ନିଜ ଘରର ଆର୍ଥିକ ସ୍ଥିତି ଦେଖିଲେ କେହି ବି ବିଶ୍ଵାସ କରିବେନି ଯେ ଗାଁରେ ଘର ଲୋକ ଏମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଜଗବନ୍ଧୁଙ୍କ ବାପା ଶଶାଙ୍କ ଜଣେ ଚାଷୀ। ବଡ଼ ଭାଇ ବୈକୁଣ୍ଠ ପରିବାର ଚଳାଇବା ପାଇଁ ଏକ ସଂସ୍ଥାରେ କାମ କରନ୍ତି। ଆଜବେଷ୍ଟସ ଘରେ ସେମାନେ ଦୟନୀୟ ଭାବେ ଦିନ କାଟୁଥିବା ବେଳେ ପୁଅ ଜଗବନ୍ଧୁ କିନ୍ତୁ ସ୍ତ୍ରୀ ଅର୍ଚ୍ଚିତା ସହ ସୌଖୀନ ଜୀବନ ବିତାଉଥିଲେ। ଏବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାଦ୍ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!