Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲମତାପୁଟ ତୁକୁମ୍ ଗାଁରେ ଆନ୍ଥରାକ୍ସ ଆତଙ୍କ

by ସଞ୍ଜୟ ସ୍ୱାଇଁ
October 24, 2021
in Health, State
ଲମତାପୁଟ ତୁକୁମ୍ ଗାଁରେ ଆନ୍ଥରାକ୍ସ ଆତଙ୍କ
42
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ଲମତାପୁଟ ବ୍ଲକ ତୁକୁମ୍ ଗାଁରେ ଆନ୍ଥରାସ୍କ୍ ଆତଙ୍କ । ୩ଜଣ ଆକ୍ରାନ୍ତ ଥିବା ବେଳେ ଜଣକ ମୃତୁ ହୋଇଥିବା ଜଣା ପଡ଼ିଛି । ମଦନ କ୍ରିଶାନି ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ମେଡିକାଲ ଟିମ ପହଞ୍ଚିଛି । ଗତ ସପ୍ତାହରେ ମଲା ଗାଇକୁ କିଛି ବ୍ୟକ୍ତି କାଟି ଖାଇଥିବା ହେତୁ ଆନ୍ଥାରାକ୍ସ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଏବଂ ଗତକାଲି ତୁକୁମ ଗ୍ରାମ ର ୩୦ ବର୍ଷର ଡମୁ କ୍ରୀସାନିଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ କହିଛନ୍ତି । ତେବେ ସଚେତନ ଅଭାବରୁ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି । ସେପଟେ ଡାକ୍ତର କହିଛନ୍ତି କୌଣସି କାରଣରୁ ମୃତ୍ୟୁ ଘଟିଛି ଏବଂ କେତେ ଆକ୍ରାନ୍ତ ହୋଇଛନ୍ତି ଅନୁଧ୍ୟାନ କରାଯିବ । ଏବଂ ଡାକ୍ତରୀ ଦଳ ୫ ଦିନ ଅନୁଧ୍ୟାନ କରିବେ । ଆକ୍ରାନ୍ତଙ୍କ ବ୍ଲଡ଼ ସାମ୍ପୁଲ ପଠାଇବା ପରେ ଏହା ଆନ୍ଥାରାକ୍ସ କି ନାହିଁ ଜଣାପଡିବ । କିନ୍ତୁ ପ୍ରାଥମିକ ତଦନ୍ତ ରୁ ଏହା ଆନ୍ଥାରାକ୍ସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରନ୍ତ ଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକସ୍ତା କରାଯିବ ଯଦି କେହି ଗୁରୁତର ଥିବେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ସ୍ତାନାନ୍ତରିତ କରାଯିବ କହଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!