Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ଆଞ୍ଜୋଲିନା ଜୋଲିଙ୍କ ଅଜବ ଫଟୋ ସୁଟ, ଶରୀରରେ ଚଢ଼ାଇଲେ ମହୁମାଛି, ଜମା ହଲିଲେ ନାହିଁ ୧୮ ମିନିଟ

by ସଞ୍ଜୟ ସ୍ୱାଇଁ
May 23, 2021
in Lifestyle, NATIONAL NEWS
ଅଭିନେତ୍ରୀ ଆଞ୍ଜୋଲିନା ଜୋଲିଙ୍କ ଅଜବ ଫଟୋ ସୁଟ, ଶରୀରରେ ଚଢ଼ାଇଲେ ମହୁମାଛି, ଜମା ହଲିଲେ ନାହିଁ ୧୮ ମିନିଟ
186
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ବୋଲ୍ଡନେସ୍ ଏବଂ ସୌନ୍ଦର୍ୟ୍ୟ ପାଇଁ ସମସ୍ତେ ପାଗଳ । ବିଶେଷକରି ଝିଅମାନେ ତାଙ୍କ ପରି ସୁନ୍ଦର ଦେଖାଯିବା ପାଇଁ କସମେଟିକ୍ ସର୍ଜରୀ ପର୍ୟ୍ୟନ୍ତ କରିଥାନ୍ତି । ଆଞ୍ଜେଲିନାଙ୍କ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଏ । ଆଜିକାଲି ଅଭିନେତ୍ରୀ ତାଙ୍କର ଏକ ବିଶେଷ ଫଟୋସୁଟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ମହୁମାଛି ସହିତ ଫଟୋସୁଟ୍ କରିଛନ୍ତି ଯାହା ଭାଇରାଲ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବାସ୍ତବରେ, ଆଞ୍ଜେଲିନା ଜୋଲି ବିଶ୍ୱ ମହୁମାଛି ଦିବସରେ ଏକ ଫଟୋସୁଟ୍ କରିଥିଲେ । ଯେଉଁ ଫଟୋ ନ୍ୟାସନାଲ୍ ଜିଓଗ୍ରାଫିକ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛି । ଏହି ଫଟୋଗୁଡ଼ିକରେ ଆଞ୍ଜେଲିନାଙ୍କ ଶରୀରରେ ମହୁମାଛି ଚଢିଥିବାର ଦେଖାଯାଇଛି । ଯାହା ତାଙ୍କ କାନ୍ଧ ଏବଂ ମୁହଁରେ ଚାଲୁଥିବାର ଦେଖାଯାଇଛି। ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ମହୁମାଛିମାନେ ଆଞ୍ଜେଲିନାଙ୍କ ଶରୀର ଉପରେ ୧୮ ମିନିଟ୍ ପର୍ୟ୍ୟନ୍ତ ଅଟକି ରହିଥିଲେ । ଏହି ସମୟରେ ଅଭିନେତ୍ରୀ ନ ହଲି ମୁଣ୍ଡ ଉପରକୁ ଓ ତଳକୁ କରୁଥିବା ଦେଖାଯାଇଛି । ମହୁମାଛି ପାଳକ ଏବଂ ଫଟୋଗ୍ରାଫରମାନେ କହିଛନ୍ତି ଯେ ମହୁମାଛିଙ୍କୁ ଶାନ୍ତ କରିବା ଏବଂ ଆଞ୍ଜେଲିନାଙ୍କ ଶରୀରରକୁ ନକାମୁଡିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ସୁଟ୍ ଅତି ସାବଧାନର ସହିତ ସମାପ୍ତ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!