Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ଅନୁମତିରେ ଲାକ୍ଷାଦ୍ୱୀପ ନିକଟରେ ଆମେରିକା

by ସଞ୍ଜୟ ସ୍ୱାଇଁ
April 9, 2021
in NATIONAL NEWS, State
ବିନା ଅନୁମତିରେ ଲାକ୍ଷାଦ୍ୱୀପ ନିକଟରେ ଆମେରିକା
301
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ବିନା ଅନୁମତିରେ ଆମେରିକାର ନୌସେନା ଭାରତୀୟ ଜଳରାଶିରେ ପ୍ରବେଶ କରି ଅପେରେସନ କରିଛି । ଆମେରିକା ନୌସେନା ଚଳିତ ସପ୍ତାହରେ ଯବାନମାନେ ‘ଫ୍ରିଡମ ଅଫ ନାଭିଗେସନ ପ୍ୟାଟ୍ରୋଲ୍ସ’ ନିକଟରେ ଥିବା ଇଣ୍ଡିଆନ୍ ଏକ୍ଲୁଜିଭ୍ ଇକୋନୋମିକ୍ ଜୋନ୍ (ଇଇଜେଡ୍) ରେ କରିଛି । ଆମେରିକା ନୌସେନା ଇଇଜେଡରେ ଅପରେସନ୍ କରିଥିଲେ ହେଁ ଏହା ପୂର୍ବରୁ ଭାରତ ଠାରୁ କୌଣସି ପ୍ରକାଣର ଅନୁମତି ନେଇନାହିଁ । ଆମେରିକା ନୌସେନା ସବୁବେଳେ ଦକ୍ଷିଣ ଚାଇନା ସାଗରରେ ଏଭଳି ଅପରେସନ କରିଥାଏ । ଏହି ଅଞ୍ଚଳରେ ଚାଇନା ଦିନକୁ ଦିନ ନିଜର ଦବଦବା ଦେଖାଉଥିବାରୁ ଆମେରିକା ନୌସେନା ଏଠାରେ ପେଟ୍ରୋଲିଂ କରୁଛି । ଆମେରିକା କାହିଁକି ବିନା ଅନୁମତିରେ ଭାରତର ଇଇଜେଡ୍ରେ ପ୍ରବେଶ କଲା ଓ ପେଟ୍ରୋଲିଂ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!