Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମାଜନର ନୂଆ ସିଇଓ ହେଲେ ଆଣ୍ଡି ଜାସି

by ସଞ୍ଜୟ ସ୍ୱାଇଁ
July 5, 2021
in State
ଆମାଜନର ନୂଆ ସିଇଓ ହେଲେ ଆଣ୍ଡି ଜାସି
38
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଇ କମର୍ସ କଂପାନୀ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେବା ପରେ ନୂତନ ସିଇଓ ଭାବେ ଆଣ୍ଡି ଜାସି ନିଯୁକ୍ତି ହୋଇଛନ୍ତି । ପୂର୍ବରୁ ଆଣ୍ଡି ଜାସି ଆମାଜାନ୍ ୱେବ୍ ସର୍ଭିସେସର ପୂର୍ବତନ ମୁଖ୍ୟଥିଲେ । ୧୯୯୪ ମସିହାରେ ଏକ ଗ୍ୟାରେଜରୁ ଆମାଜାନ୍ ଆରମ୍ଭ କରିଥିବା ଏବଂ ବର୍ଷ ବର୍ଷ ଧରି ଏହାକୁ କଳ୍ପନା ଯୋଗ୍ୟ ଉଚ୍ଚତାକୁ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଯୁଗର ସମାପ୍ତି ଚିହ୍ନିିତ ହୋଇଛି । ଆଣ୍ଡି ଜାସିଙ୍କ ପାଇଁ ଜେଫ୍ ବେଜୋସଙ୍କ ସ୍ଥାନକୁ ବଦଳାଇବା ଏକ ବଡ଼ ଚ୍ୟାଲେଞ୍ଜ ହେବ । ସ୍ଥିତିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି କଂପାନୀ କିପରି କର୍ମଚାରୀମାନଙ୍କ ସହିତ ବ୍ୟବହାର କରେ ଏବଂ ଭାରତ ଭଳି ଦେଶରେ ଅନୈତିକ ବ୍ୟବସାୟୀକ ପ୍ରଣାଳିର ସମସ୍ୟାର ସମାଧାନ ହେବ ସେ ଦିଗରେ ନିଷ୍ପତ୍ତି ନିଆଯିବ । ଆମେରିକା ଭିତ୍ତିକ ଇ-କମର୍ସ ଫାର୍ମ ଏକ ଦ୍ରୁତ ବେଗରେ ବୃଦ୍ଧି ପାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!