ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶା କୃଷି ସଚିବ ସୈାରଭ ଗର୍ଗଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏନେଇ ଆଜି ସେ ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଦେବା ସହ ଗୃହ ସଂଗରୋଧରେ ରହିବେ ବୋଲି ଜଣାଯାଇଛି । କରୋନା ରାଜ୍ୟରେ କାୟା ମେଲାଇ ଚାଲିଥିବା ବେଳେ ଧିରେ ଧିରେ ଏହା ରାଜ୍ୟରେ ବ୍ୟାପ୍ତ ହେଉଥିବା ଜଣାଯାଇଛି ।





