Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଫଗାନିସ୍ତାନର ଭବିଷ୍ୟତ ଅନ୍ଧକାର, ପୁଣି ଆତଙ୍କ ଶକ୍ତି ସବୁ ହୋଇଛନ୍ତି ଏକାଠି

by ସଞ୍ଜୟ ସ୍ୱାଇଁ
August 27, 2021
in WORLD
ଆଫଗାନିସ୍ତାନର ଭବିଷ୍ୟତ ଅନ୍ଧକାର, ପୁଣି ଆତଙ୍କ ଶକ୍ତି ସବୁ ହୋଇଛନ୍ତି ଏକାଠି
104
VIEWS
Share on FacebookShare on Twitter

କାବୁଲ୍‌, (ବାଘୁଆବାର୍ତ୍ତା): ଆଫଗାନିସ୍ତାନର କାବୁଲରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି। ଗତ ରାତିରେ ହୋଇଥିବା ୫ଟି ଧମାକାରେ ସାରା ବିଶ୍ୱର ପ୍ରତିକ୍ରିୟା ଆସୁଛି । ଯେଉଁ ଆଇଏସ୍‌ଆଇଏସ୍‌- କେ କାବୁଲ୍‌ରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି , ତାର ମୁଖ୍ୟ ଅସଲମ୍‌ ଫାରୁଖି ହେଉଛି ପାକିସ୍ତାନର। ଅନ୍ଧାରରେ ଆଫଗାନିସ୍ତାନର ଭବିଷ୍ୟତ – କାବୁଲରେ ହୋଇଥିବା ବିସ୍ଫୋରଣ ସାବ୍ୟସ୍ତ କରି ଦେଇଛି କି ଆଫଗାନିସ୍ତାନର ଭବିଷ୍ୟତ ଅନ୍ଧକାରରେ । ଆଫଗାନିସ୍ତାନ ବର୍ତ୍ତମାନ ଏକ ଯୁଦ୍ଧ ଭୂମି ପାଲଟି ଯାଇଛି । ସେଠାରେ କେବେ କଣ ହେବ କିଛି କହି ହେଉନି ? ସେଠାରେ ଗୋଟିଏ ଗୋଟିଏ ଜୀବନ ବିପଦ ଘେରରେ । କାରଣ ଆଫଗାନିସ୍ତାନରେ ଆତଙ୍କର ତ୍ରିକୋଣ ସୃଷ୍ଟି ହୋଇଛି । ଆଫଗାନିସ୍ତାନରେ ବାଗଦାଦୀ ଓ ବରାଦରର ଏକତ୍ରରେ ଏହି ଧମାକା ହୋଇଛି ଏବଂ ଏହାର ଫଳ ସ୍ୱରୂପ ୯୦ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । କାବୁଲ୍‌ରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପୂରା ଦୁନିଆରେ ହଲଚଲ ଖେଳି ଯାଇଛି। ଅନେକ ଦେଶ ନିଜର ନାଗରିକଙ୍କୁ ଆଲର୍ଟ କରି ସୂଚନା ଦେଇଛନ୍ତି କି ଯଦି ନାଗରିକମାନେ କାବୁଲ ଏୟାରପୋର୍ଟରେ ଅଛନ୍ତି ତ ହଟି ଯାଆନ୍ତୁ । ତାହେଲେ ଏହା କଣ ଆଫଗାନିସ୍ତାନରୁ ହଟିବା ଶେଷ ବିକଳ୍ପ ? ଏହା ଏଥିପାଇଁ ଆମେ କହୁଛୁ , କାରଣ ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ଆତଙ୍କ ଶକ୍ତି ସବୁ ଏକାଠି ହୋଇଛନ୍ତି । କୁହାଯାଉଛି କି, ତାଲିବାନ , ଆଇଏସ୍‌ଆଇଏସ୍‌ ଓ ହକ୍କାନୀ ନେଟୱର୍କର ମିଶ୍ରଣ ଘଟିପାରେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!