Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ପଡି ରହିଛି ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ

by ସଞ୍ଜୟ ସ୍ୱାଇଁ
January 7, 2025
in Nayagarh, State
ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ପଡି ରହିଛି ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ
499
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନାର ସୁଚନା ଅନୁଯାୟୀ ଗତ ୨ ତାରିଖରେ ଦଶପଲ୍ଲା ସି.ଏଚ.ସି.ରୁ (ରେଜିଷ୍ଟ୍ରେସନ ନଂ-୨୭୧୪) ଜଣେ ଅଜଣା ବ୍ୟକ୍ତି ସ୍ଥାନାନ୍ତର ହୋଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ସର୍ଜରୀ ୱାର୍ଡରେ ଆଡ୍‌ମିଶନ ହୋଇଥିଲେ । ଉକ୍ତ ଅଜଣା ପୁରୁଷ ବ୍ୟକ୍ତି ଗତ ୩ ତାରିଖ ରାତ୍ର ଘ.୧୦.୫୫ ମିନିଟରେ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିଲେ । ଯାହାଙ୍କର ଆନୁମାନିକ ବୟସ ୪୫ ରୁ ୫୦ ବର୍ଷ ହେବ । ଟାଉନ ଥାନା ତରଫରୁ ଏସ.ଆଇ. ଶିବରଞ୍ଜନ ସିଙ୍ଗା ୪ ତାରିଖ ଦିନ ଦିବା ୧୧ ଘଟିକା ସମୟରେ ବିଭିନ୍ନ ଦୃଷ୍ଟିରୁ ସରଜମିନ୍ ତଦନ୍ତ କରି ଶବକୁ ବ୍ୟବଛେଦ ପାଇଁ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ଅଚିହ୍ନା ବ୍ୟକ୍ତିଙ୍କ ଶବକୁ ଶବଗୃହରେ ଚିହ୍ନଟ ନିମନ୍ତେ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଶବାଗାରରେ ଶବ ସଂରକ୍ଷଣ ଅବଧୀ ଆଜି ଶେଷ ହୋଇଥିବାରୁ ଏହାର ଚିହ୍ନଟ ନିତାନ୍ତ ଆବଶ୍ୟକ ପଡୁଛି । କୌଣସି ବ୍ୟକ୍ତି ଉକ୍ତ ଅଜଣା ମୃତ ବ୍ୟକ୍ତିଙ୍କର ପରିଚୟ ଜାଣିଥିଲେ ସେ ତୁରନ୍ତ ନୟାଗଡ଼ ଟାଉନ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!