Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଳେ ବେଳେ ଦୁର୍ଘଟଣା ଠିକଣା ଯାଗାରେ ପହଞ୍ଚାଇ ଦିଏ

by ସଞ୍ଜୟ ସ୍ୱାଇଁ
September 10, 2018
in Video
52
VIEWS
Share on FacebookShare on Twitter

ଓଡ଼ଗାଁ (ଅଶୋକ ମହାପାତ୍ର): ପ୍ରାୟ ଏକବର୍ଷ ପରେ ପୁଅକୁ ନିଜ ସାମ୍ନାରେ ଦେଖି ବିଶ୍ୱାସ କରିପାରିନଥିବା ବାପା ଖୁସିରେ ଆତ୍ମହରା ହୋଇଯାଇଥିଲେ । ସେଠରେ ଥିବା ଓଡଗାଁ ଥାନାର କର୍ମଚାରୀଙ୍କ ଅଜାଣତରେ ବି ଆଖିରୁ ଲୁହ ଆସିବା ଭଳିଏକ ସମ୍ବେଦନଶିଳ ଦୃଶ୍ୟ କିଛି ସମୟ ପାଇଁ ସମସ୍ତଙ୍କୁ ସ୍ତମ୍ବିଭୁତ କରି ରଖିଥିଲା । ଏ ମିଳନ ଆଇଆଇସି ଅନିଲ କୁମାର ପ୍ରଧାନଙ୍କ ଆନ୍ତରିକ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଥିଲା ।

ଘଟଣାରୁ ପ୍ରକାଶ ମେ ୨୯ ତାରିଖ ସକାଳୁ ପିଲାଚୋରି ଅଭିଯୋଗରେ ଜଣେ ଯୁବକକୁ ରୋହିବାଙ୍କ ଠାରେ ସ୍ଥାନୀୟ ଲୋକେ ତାକୁ ମାରପିଟ କରୁଥିବା ବେଳେ ଖବର ପାଇ ଓଡଗାଁ ପୋଲିସ ସେଠାରୁ ଯୁବକଙ୍କୁ ଉଧାରକରି ଥାନାକୁ ଆଣିଥିଲେ । ତେଲୁଗ ଏବଂ ଇଂଗ୍ରାଜି ଭାଷା କହୁଥିବା ମାନସିକ ଅନଗ୍ରସର ଯୁବକଙ୍କ ଠାରୁ ଠିକଣା ସଂଗ୍ରହ କରି ଓଡଗାଁ ପୋଲିସ ତତ୍କ୍ଷଣାତ ବିଶାଖାପାଟନମ୍ ଜିଲ୍ଲାର ହୁକୁମପେଟା ଥାନାକୁ ଖବର ଦେଇଥିଲେ । ଗତ ୯ତାରିଖରେ ସେଠାକାର ପୋଲିସ ସନ୍ୟାସମ୍ପାଲମ ଗାଁକୁଯାଇ ଓଡଗାଁ ଥାନାରେ ଅଟକ ଯୁବକଟି ଇଶ୍ୱର ରାଓ ଆଲିଆସ୍ ବିଶ୍ୱେଶ୍ୱର ରାଓ ପଡାଲର ବାପା ମତ୍ସପଡାଲକୁ ଖବର ଦେଇଥିଲେ । ଗରିବ ବାପା କିଛି ଟଙ୍କା ଯୋଗାଡକରି ସମ୍ପର୍କିୟ ମାଁମୁ ଟି. ବାଲାରାଜୁଙ୍କୁ ସାଙ୍ଗରେ ଧରି ଆଜି ଓଡଗାଁ ଥାନାରେ ପହଁଚିଥିଲେ । ଓଡଗାଁ ଥାନାରେ ରହିଥିଲା ବେଳେ କର୍ମଚାରିଙ୍କ ସହିତ ତା’ର ସମ୍ପର୍କ ବଢିଯାଇଥିଲା । ସେମାନେ ତାର ଚୁଟି କାଟି ସଫାସୁତୁରା କରି ନୂଆ ଡ୍ରେସ ପିନ୍ଧାଇବା ସହ ଖାଇବା ପିଇବା ଦେଇ ଯତ୍ନ ସହକାରେ ରଖିଥିବାରୁ ପ୍ରଥମେ ସେ ବିଶ୍ୱେଶରକୁ ବାପା କି ମାମୁ ଁ ଚିହପ୍ନି ।ରିନଥିଲେ ।

ବାପା ମତ୍ସ୍ୟ ପଡାଲ ଠାରୁ ପ୍ରକାଶ ଆଜକୁ ଠିକ୍ ଏକବର୍ଷପୂର୍ବେ ମାନସିକ ଅନଗ୍ରସର ପୁଅକୁ ଡାକ୍ତରଖାନାକୁ ପରୀକ୍ଷା କରିବାକୁ ନେବା ବେଳେ ବିଶ୍ୱେଶର ସେଠାରୁ କେଉଁଆଡେ ଚାଲିଯାଇଥିଲା ା ସେବେଠାରୁ ପରିବାର ଲୋକେ ତାକୁ ଖୋଜି ପାଇନଥିବା ବେଳେ ଆଉ ପାଇବାର ଆଶା ମଧ୍ୟ ହରାଇ ବସିଥିଲେ । ଏଣେ ବିଶ୍ୱେଶର ସେଠାରୁ ଖସି ଚାଲିଚାଲି ଆସୁଥିବା ବେଳେ ପିଲା ଚୋରର ଭୟ ସୃଷ୍ଟି ହୋଇଥିବାରୁ ଜଣେ ଅଚିହ୍ନା ଯୁବକକୁ ଦେଖି ଗ୍ରାମବାସୀ ସନ୍ଦେହରେ ମାର୍ପିଟ୍ କରୁଥିବା ବେଳେ ତାକୁ ଓଡଗାଁ ପୋଲିସ ଘଟଣା ସ୍ଥଲରୁ ଉଧାର କରି ଥାନାକୁ ଆଣିଥିଲେ । ଏଭଳି ଅନେକଙ୍କୁ ପିଲାଚୋର ସନ୍ଦେହରେ ଧରା ହୋଇଛି । ଆଉ
ମାଡ ମଧ୍ୟ ହୋଇଛି । ପୋଲିସ ଥାନାକୁ ଆସିଛନ୍ତି । କିନ୍ତୁ କୌଣସି ଜଣେ ହେଲେ ଅଭିଯୁକ୍ତ ପିଲାଚୋର ବୋଲି ପ୍ରମାଣ ହୋଇନାହିଁ । ବେଳେ ବେଳେ ଦୁର୍ଘଟଣା ଆର୍ଶିବାଦ ହୋଇଯାଏ ଏବଂ ଅନେକ ଦିନ ପରେ ପରିବାର ତା’ର ହଜିଯାଇଥିବା ସନ୍ତାନକୁ ପାଇଥାଏ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!