ଭଦ୍ରକ, (ବାଘୁଆବାର୍ତ୍ତା):ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଧାୟକ ଙ୍କ କାର କୁ ଏକ ଟ୍ରକ ପିଟିଥିବା ସୂଚନା ସୌଭାଗ୍ୟବଶତଃ ବିଧାୟକ ସଞ୍ଜୀବ ମଲ୍ଲିକ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବିଧାୟକଙ୍କ ତାଙ୍କ ସହଯୋଗୀ ଓ ଡ୍ରାଇଭର ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା।





