ଓଡ଼ଗାଁ(ବାଘୁଆବାର୍ତ୍ତା):ଆଜି ସନ୍ଧ୍ୟା ସମୟରେ ଅଳସୁ ଛକଠାରେ ଓଡ଼ି ୨୫ ୪୦୯୩ ବିଶିଷ୍ଟ ନାଲି ରଙ୍ଗର ସ୍ପେଣ୍ଡର ଗାଡ଼ିରେ ଯାଉଥିବା ଯୁବକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ନିଜ ଗୁରୁତର ହୋଇଅଛନ୍ତି ।ବର୍ତ୍ତମାନ ସୁଦ୍ଧା ଯୁବକ ଜଣଙ୍କ ପରିଚୟ ମିଳିପାରିନାହିଁ ।କିନ୍ତୁ ସେ ବ୍ୟାଗରେ ବିଭିନ୍ନ ଔଷଧ ସାମଗ୍ରୀ ଯେପରିକି ସାଲାଇନ ,ମେଡିସିନ ଆଦି ଧରିଅଛି ।






