ବାଲୁଗାଁ, (ବାଘୁଆବାର୍ତ୍ତା): ବାଲୁଗାଁରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ବାଲୁଗାଁ- ସୋଲରୀ ଟ୍ରେନ ଲାଇନ ମଧ୍ୟରେ ମାଲଗାଡି ଲାଇନଚ୍ୟୁତ ହୋଇଛି। ମାଲବାହୀ ଗାଡିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରେନ ଚଳାଳଚ ବ୍ୟାହତ ହୋଇଛି। କେନ୍ଦୁଝରରୁ କର୍ଣ୍ଣାଟକ ଯାଉଥିଲା ମାଲବାହୀ ଟ୍ରେନ।