Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଚାଉଳ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଉଭୟ ଚାଳକ ଓ ହେଲପର

by ସଞ୍ଜୟ ସ୍ୱାଇଁ
September 6, 2021
in Accident, State
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଚାଉଳ ଟ୍ରକ, ଅଳ୍ପକେ ବର୍ତ୍ତିଲେ  ଉଭୟ ଚାଳକ ଓ ହେଲପର
62
VIEWS
Share on FacebookShare on Twitter

କୋଷାଗୁମୁଡା, (ବାଘୁଆବାର୍ତ୍ତା): ବଡଆମ୍ବଡାଠାରେ ଏକ ଚାଉଳ ବୋଝେଇ ଟ୍ରକ(ଓଆର୧୦ସି-୯୨୨୮) ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିବାବେଳେ ଉଭୟ ଚାଳକ ଓ ହେଲପର୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ୨୫୦ ବସ୍ତା ଚାଉଳ ଧରି ଗାଡିଟି ନବରଙ୍ଗପୁରରୁ ବଡଆମ୍ବଡା ପଞ୍ଚାୟତକୁ ଯାଉଥିଲା । ଅପରାହ୍ଣ ପ୍ରାୟ ୫ ଟାରେ ବଡଆମ୍ବଡା ମୁଖ୍ୟ ରାସ୍ତାରେ ଗାଡିଟି ରାସ୍ତାରୁ ଧସିଯାଇ ଓଲଟି ପଡିଥିଲା । ଚାଉଳ ବସ୍ତାସବୁ ଗାଡିରୁ ଖସି ପାଖରେ ଜମା ହୋଇଥିବା ପାଣିରେ ପଡି ଯାଇଥିଲା । କିନ୍ତୁ ଦୁର୍ଘଟଣାରୁ ଚାଳକ ଓ ହେଲପର୍‌ ବର୍ତ୍ତି ଯାଇଥିଲେ । ପାନୀୟ ଜଳ ଯୋଗାଣ ପାଇଁ ଜେଏମସି ଠିକା କମ୍ପାନି ପକ୍ଷରୁ ମେଗା ପ୍ରକଳ୍ପରେ ରାସ୍ତା ପାଶ୍ୱର୍ ଖୋଳାଯାଇଛି । ଖୋଳାଯାଇଥିବା ସ୍ଥାନରେ ଠିକ୍‌ଭାବେ ମାଟି ପକାଯାଇ ନଥିବାରୁ ଅନେକ ସମୟରେ ଗାଡିମୋଟର ଦୁର୍ଘଟଣା ଘଟୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!