Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘର ସାଧାରଣ ଅଧିବେସନ ଅନୁଷ୍ଠିତ

by Sanjay Swain
February 22, 2023
in Society
ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘର ସାଧାରଣ ଅଧିବେସନ ଅନୁଷ୍ଠିତ
400
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବରିଷ୍ଠ ନାଗରିକ ଗୋଷ୍ଠିକେନ୍ଦ୍ର ସଭାଗୃହଠାରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ କଲ୍ୟାଣ ସଂଘ ନୟାଗଡ଼ର ସାଧାରଣ ଅଧିବେସନ ନଂ ୧/୨୩ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାଧାରଣ ଅଧିବେସନରେ ସଂଘର ସଭାପତି ଅଭିମନ୍ୟୁ ପରିଡା ସଭାପତିତ୍ୱ କରିଥିôବାବେଳେ ସଂପାଦକ ଗୋପାଳ ଚନ୍ଦ୍ର ନାୟକ ପୁର୍ବ ସଭାର ବିବରଣୀ ପାଠ କରିଥିଲେ । କ୍ୟାସିୟର କିଶୋର ଚନ୍ଦ୍ର ଶତପଥି ସଂଘର ଆୟବ୍ୟୟ ପଠନ କରିଥିଲେ । ଉକ୍ତ ସଭାରେ ସଂଘର ଉପଦେଷ୍ଟା ଅମୁଲ୍ୟ କୁମାର ମହାନ୍ତି, ଅକ୍ଷୟ କୁମାର ଦାସ, ସଭ୍ୟ ଅନ୍ତର୍ଯ୍ୟାମୀ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମହାନ୍ତି, ଦିଲ୍ଲିପ କୁମାର ଜେନା, କ୍ୟାସିୟର କିଶୋର ଚନ୍ଦ୍ର ଶତପଥି ମାନେ ତାଙ୍କର ମୁଲ୍ୟବାନ ବକ୍ତବ୍ୟ ରଖିଥିଲେ । ସଂଘର ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୁତନ ସଭାପତି ଭାବେ ଅକ୍ଷୟ କୁମାର ଦାସ, ଉପସଭାପତି ଭାବେ ଧନେଶ୍ୱର ନାହାକ ଏବଂ ପୁର୍ଣ୍ଣଚନ୍ଦ୍ର ମିଶ୍ର, ନୁତନ ସଂପାଦକ ଭାବେ ପୁର୍ବତନ ସଂପାଦକ ଗୋପାଳ ଚନ୍ଦ୍ର ନାୟକ, କ୍ୟାସିୟର ଭାବେ ରମେଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ସଂପାଦକ ଭାବେ ଯୋଗୀନାଥ ଜେନା, ବୈକୁଣ୍ଠ ନାଥ ସାହୁ ଏବଂ ଉପଦେଷ୍ଟା ଭାବେ ଅମୁଲ୍ୟ କୁମାର ମହାନ୍ତି ଏବଂ ଅଭିମନ୍ୟୁ ପରିଡାଙ୍କୁ ମନୋନୀତ କରାଗଲା । ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ଅମୁଲ୍ୟ କୁମାର ମହାନ୍ତି ନୁତନ ଭାବେ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଶପଥପାଠ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!