Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାନଦୀ କୂଳରେ ପଡିଛି ଯୁବକଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
May 10, 2025
in Crime, State
ମହାନଦୀ କୂଳରେ ପଡିଛି ଯୁବକଙ୍କ ମୃତଦେହ
61
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ସାଲେପୁର କିଶନନଗର ଥାନା ଗୁଆଳି ମଠ ସାହି ମହାନଦୀ କୂଳରେ ଯୁବକକୁ ହତ୍ୟା । ମୃତ ଯୁବକ ଜଣକ ହେଲେ ନିଶ୍ଚିନ୍ତକୋଇଲି ସରପଡା ବୋଧଙ୍ଗ ଗାଁ ର ଦେବେନ୍ଦ୍ର ସ୍ବାଇଁ ଙ୍କ ପୁଅ ଅମ୍ଳାନ ଜ୍ୟୋତି ସ୍ବାଇଁ। ଅମ୍ଳାନ ଜ୍ୟୋତି ଙ୍କୁ କେହି ମାରି ମହାନଦୀ ରେ ଫିଙ୍ଗି ଦେଇ ଥିବା ଅଭିଯୋଗ ହୋଇଛି।। କିଛି ଦୁରରେ ବାଇକ୍ ସହ ପ୍ୟାଣ୍ଟ୍ ,ସାର୍ଟ,ଚପଲ ମଧ୍ୟ ପଡ଼ିଛି ।କିଶନନଗର ପୋଲିସ ଓ ସାଲେପୁର ପୋଲିସ ର ତଦନ୍ତ ଜାରି । ସୂଚନା ମୁତାବକ ଦେବେନ୍ଦ୍ର ଙ୍କ ପରିବାର ସାଲେପୁର ମାଛୁଆତି ଗ୍ରାମରେ ଭଡା ନେଇ ରହୁଥିଲେ ।ପ୍ରତିଦିନ ଭଳି ପୁଅ ଅମ୍ଳାନ ଗତ କଲି ସନ୍ଧ୍ୟା ରେ ଯୋଗ କରିବାକୁ ଆସି ଘରକୁ ଫେରି ନଥିଲେ। ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଆଜି ସକାଳୁ କିଶନନଗର ଥାନା ମହାନଦୀ କୁଳରେ ଏକ ମୃତ ଦେହ ପଡିଥିବା ବେଳେ ଅନତି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍ ,ସାର୍ଟ, ଚପଲ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇ ଥିଲେ। ପରେ ପରିବାର ସଦସ୍ୟ ନିଜ ପୁଅ କୁ କେହି ମାରି ଫିଙ୍ଗି ଦେଇ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଗାଡି ଓ ମୋବାଇଲ କୁ ଜବତ୍ କରି ବିଭିନ୍ନ ଦିଗ କୁ ନେଇ ତଦନ୍ତ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!