Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବୁ ନିୟମକୁ ମାନି ଚଳିବା : ମୋଦି

by Anil Panda
May 12, 2020
in Breaking
ସବୁ ନିୟମକୁ ମାନି ଚଳିବା : ମୋଦି
7
VIEWS
Share on FacebookShare on Twitter

ଦିଲ୍ଲୀ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବିଶ୍ୱବାସୀ ଦୀର୍ଘ ୪ ମାସ ଧରି କରୋନା ମହାମାରୀ ସହ ଲଢ଼େଇ କରୁଥିବା ନେଇ ମୋଦି କହିବା ସହ ଏହି ଲଢ଼େଇରୁ ବଂଚିବା ପାଇଁ ଏକ ମାର୍ଗ ହେଉଛି, ଆତ୍ମନିର୍ଭର ଭାରତ ଗଢ଼ିବା ବୋଲି କହିଛନ୍ତି । ଭାରତ ଏ ବିପଦକୁ ଟଳାଇ ଦେଉଛି । ଭାରତର ପ୍ରଗତୀରେ ବିଶ୍ୱର ପ୍ରଗତୀ ହେବ, ଅନେକ ବର୍ଷ ଧରି ବିଭିନ୍ନ ମହାମାରୀରୁ ଭାରତ ମୁକ୍ତି ପାଇଛି । ଏଥିରୁ ମଧ୍ୟ ଆମେ ମୁକ୍ତି ପାଇବା । ଏଥିପାଇଁ ଆମକୁ ସବୁ ନିୟମକୁ ମାନିବାକୁ ପଡ଼ିବ । ମାନବ ଜାତିର କଲ୍ୟାଣ ପାଇଁ ଭାରତ ଆଗେଇ ଆସିଛି । ଶହେ ତିରିଶ କୋଟି ଜନସାଧାରଣଙ୍କ ପାଖରେ ଆମେ ଛିଡ଼ା ହୋଇଛେ । ଜୀବନ ମୃତ୍ୟୁ ଲଢ଼େଇ ବେଳେ ଆର୍ଥୀକ ଦୃଷ୍ଟି କୋଣକୁ ଦେଖିବାକୁ ପଡ଼ିବ । ସେଥିପାଇଁ ଶ୍ରମିକ ଓ କୃଷକ ମାନଙ୍କ ପାଇଁ ୨୦ ଲକ୍ଷ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଆର୍ଥୀକ ପ୍ୟାକେଜ୍ ସମସ୍ତଙ୍କ ଦୃଷ୍ଟିକୁ ଘୋଷଣା କରାଯାଇଛି । ଏନେଇ ଆସନ୍ତାକାଲିଠାରୁ ଅର୍ଥ ମନ୍ତ୍ରୀ ବିସ୍ତୃତ ସୂଚନା ଦେବେ ବୋଲି ଜଣାଯାଇଛି । ଆମର ସାଧନା ଅଛି, ସାମର୍ଥ ଅଛି, ଡରିବାର ନାହିଁ ବୋଲି ମୋଦି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!