Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ସୂଚନାରେ ଆସିଲେ, ପୁଣି ଧମକ ଦେଲେ!

by Anil Panda
May 12, 2020
in Breaking
କେରଳରୁ ନୟାଗଡ଼ @ ୧୦
9
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ଅନେକ ପ୍ରବାସୀ ଫେରୁଥିବା ଜଣାଯାଇଛି । ଯେତିକି ପ୍ରବାସୀ ରାଜ୍ୟ ସରକାରଙ୍କ ନିୟମନୁସାରେ ନାମ ପଂଜିକରଣ କରି ଫେରୁଛନ୍ତି, ସେମାନେ ଫେରୁଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଂଚୁଛି । ମାତ୍ର ଅନେକ ପ୍ରବାସୀ ବିନା ପଂଜିକରଣ ଏବଂ ବିନା ସୂଚନାରେ ଫେରୁଥିବାକୁ ନେଇ ପ୍ରଶାସନ ନାକେଦମ ହେଉଛି । ଏଭଳି ଆଜି କିଛି ପ୍ରବାସୀ ବିନା ସୂଚନାରେ ଜିଲ୍ଲାରେ ପହଂଚିବା ପରେ, କାହିଁକି ଆମ ପାଖକୁ ଗାଡ଼ି ପଠାଉ ନାହଁ ବୋଲି ଏହି ଫେରନ୍ତାମାନେ ଧମକ ଦେଉଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ଆନ୍ଧ୍ରପ୍ରଦେଶରୁ ଚାନ୍ଦପୁରକୁ ୮ ଜଣ ଆସିଥିବା ବେଳେ ସେମାନଙ୍କୁ ରଣପୁର ବ୍ରଜରାଜନଗର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେହିପରି ଭାପୁର ଅଂଚଳକୁ ତେଲେଙ୍ଗାନାରୁ ୮ଜଣ ପ୍ରବାସୀ ଆସିଛନ୍ତି ଏବଂ ଟ୍ରେନ ଯୋଗେ ତେଲେଙ୍ଗାନାରୁ ୮ ଜଣ ବ୍ରହ୍ମପୁର ଜଗନ୍ନାଥପୁର ଷ୍ଟେସନ୍‌ରେ ପଂହଚିବା ପରେ ତାଙ୍କ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଇ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହି ଫେରନ୍ତାମାନେ ବିନା ସୂଚନାରେ ଆସି ଗାଡ଼ି ପଠାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!