Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇକେଲ୍‌ରେ ଆନ୍ଧ୍ରରୁ ଉତ୍ତରପ୍ରଦେଶ ଭାୟା ନୟାଗଡ଼

by Anil Panda
May 10, 2020
in Breaking
ସାଇକେଲ୍‌ରେ ଆନ୍ଧ୍ରରୁ ଉତ୍ତରପ୍ରଦେଶ ଭାୟା ନୟାଗଡ଼
10
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍ ଡାଉନ୍ ପ୍ରଭାବରେ ଗାଡ଼ି ମୋଟର ଚଳାଚଳ ସଂମ୍ପୂର୍ଣ୍ଣ ବନ୍ଦ ରହିଥିବା ଏବଂ କରୋନା ଭୟବହତା ଦୁର୍ଦ୍ଦଶାର ଚିତ୍ର ଆଜି ନୟାଗଡ଼ ସହରରେ ଦେଖିବାକୁ ମିଳିଛି । ସୂଚନାନୁସାରେ, ଆନ୍ଧ୍ରପ୍ରଦେଶରୁ ଆଜି ୬ ଜଣ ଯୁବକ ନୟାଗଡ଼ ସହରରେ ସାଇକେଲରେ ନେଇ ଯାଉଥିବା ଦେଖାଯାଇଛି । ଏନେଇ ତାଙ୍କୁ ପଚାରିବାରେ ସେମାନେ ଆନ୍ଧ୍ରରେ କାମ କରୁଥିବା ବେଳେ ଲକ୍ ଡାଉନ୍ କାରଣରୁ କାମ ବନ୍ଦ ହୋଇଯିବା ସହ ମାଲିକ ଖାଇବା ଦେବା ବନ୍ଦ କରି ଦେଇଥିବା କହିଛନ୍ତି । ଫଳରେ ସମସ୍ତେ ଗୋଟିଏ ଗୋଟିଏ ନୂଆ ସାଇକେଲ କିଣି ଆନ୍ଧ୍ରରୁ ଉତ୍ତରପ୍ରଦେଶ ଅଭିମୂଖେ ଯାଉଛନ୍ତି । ରାତି ୯ ଘଟିକା ବେଳକୁ ସେମାନେ ନୟାଗଡ଼ରେ ପହଂଚି ପୁରୁଣା ବସଷ୍ଟାଣ୍ଡଠାରେ କ୍ଲାନ୍ତ ମେଣ୍ଟାଉଥିବା ଦେଖିବାକୁ ମିଳିଛି । ସାଙ୍ଗରେ କିଛି ଖାଦ୍ୟ ପଦାର୍ଥ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଯାଉଥିବା ଏହି ଯୁବକମାନେ ମୋବାଇଲ୍ ଗୁଗୁଲି ମ୍ୟାପର ସାହାର ନେଉଥିବା ଦେଖାଯାଇଛି । ରାସ୍ତା ଜାଣିବା ପାଇଁ ସାଇକେଲ୍ ହ୍ୟାଣ୍ଡରରେ ମୋବାଇଲ୍ ବାନ୍ଧି ସେମାନେ ବାଟ ଅତିକ୍ରମ କରୁଥିବା ଜଣାଯାଇଛି । କିଛି ସହୃଦୟ ବ୍ୟକ୍ତି ଆଜି ତାଙ୍କୁ ପୁରୁଣା ବସଷ୍ଟାଣ୍ଡଠାରେ ଖାଦ୍ୟ ଓ ପାନୀୟ ପ୍ରଦାନ କରିଥିବା ଜଣାଯାଇଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!