Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇନଜୀବୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୁଲିସ, ମୁଖ୍ୟ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
March 21, 2023
in Crime, State
ଆଇନଜୀବୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୁଲିସ, ମୁଖ୍ୟ ଅଭିଯୁକ୍ତ ଗିରଫ
75
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବିଡ଼ାନାସୀ ନୂଆ ସାହି ଆଇନଜୀବୀ ଆର‌୍ୟ୍ୟଭୁସନ୍ ଚୌଧୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ଦାସ ଗିରଫ । ଜମିବାଡ଼ି ବିଦାକୁ ନେଇ ହତ୍ୟା କରିଥିବା ସୂଚନା । ଏକ କଟୁରୀରେ ଆର‌୍ୟ୍ୟଭୁସନଙ୍କ ମୁଣ୍ଡକୁ ମାରି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ମୃତଦେହ ସହ କଟୁରୀକୁ କୂଅରେ ଫିଙ୍ଗି ଦେଇଥିବା ସୁକାନ୍ତ ସ୍ୱୀକାର କରିଛି । କୂଅରୁ କଟୁରୀ କାଢ଼ିବା ପାଇଁ ଓଡ୍ରାଫ୍ ଟିମକୁ ପୋଲିସ ଡକାଇଛି । କିଛି ସମୟ ପରେ କଟୁରୀ କଢ଼ା ଯିବା ପରେ ସିନ୍ ରିକ୍ରିଏସନ୍ କରାଯିବ ବୋଲି କଟକ ପୋଲିସ କହିଛି । ସନ୍ଧ୍ୟା ସୁଦ୍ଧା ଡିସିପି ପିନାକ ମିଶ୍ର ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ନେଇ ବିବୃତି ରଖିବେ । ସୂଚନାଯୋଗ୍ୟ, ଗତ ହୋଲି ପରଦିନ ଆଇନଜୀବୀ ଆର‌୍ୟ୍ୟଭୁସନ୍ ଚୋଧୁରୀ ହଠାତ୍ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଅଧିକ ସନ୍ଦେହ ହେବାରୁ ପୋଲିସ ଗତ ସୋମବାର ୧୩ ତାରିଖ ରାତିରେ ଆଇନଜୀବୀଙ୍କ ନୂଆ ସାହି ସ୍ଥିତ ଘରେ ଥିବା କୂଅରେ ସନ୍ଧାନ ଚଳାଇଥିଲା । ସେଥିରେ ଆର‌୍ୟ୍ୟଭୁସନଙ୍କ ମୃତ ଦେହ ମିଳିଥିଲା । ଘଟଣା ପରଠୁ ଅଭିଯୁକ୍ତ ପାନ ଦୋକାନୀ ସୁକାନ୍ତ ଦାସ ଫେରାର ଥିବାରୁ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଗତକାଲି ରାତିରେ ସୁକାନ୍ତକୁ ଗିରଫ କରିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!