Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଦି ଛାଡ଼ିବା ବଦଳରେ ଓଡ଼ଗାଁ ରେଞ୍ଜରଙ୍କ ବହପ, ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ନାମରେ ଏତଲା

by ସଞ୍ଜୟ ସ୍ୱାଇଁ
February 9, 2023
in Feature News
ଗାଦି ଛାଡ଼ିବା ବଦଳରେ ଓଡ଼ଗାଁ ରେଞ୍ଜରଙ୍କ ବହପ, ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ନାମରେ ଏତଲା
438
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଶିଙ୍ଗାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଆମ୍ବପଡା ଗ୍ରାମବାସୀ ରେଞ୍ଜର ଅଫିସକୁ ଅଭିଯୋଗ କରିବାକୁ ଆସିଥିଲେ। ଓଡ଼ଗାଁ ରେଞ୍ଜର ଆଶିଷ କୁମାର କହଁର ସେମାନଙ୍କୁ ର୍ଦୁବ୍ୟବହାର କଲେ । ଫଳରେ ଗ୍ରାମବାସୀ ରେଞ୍ଜର ଅଫିସ ଆଗରେ ଧାରଣା ଦେଇଥିଲେ। ଏହି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ଯ ରେଞ୍ଜର ର୍ଦୁବ୍ୟବହାର କରିଥିଲେ। ତମେ କିଏ ମୁଁ ଜାଣିନି ବୋଲି କହି ବାହାରକୁ ଚାଲିଯିବାକୁ ଧମକ ଦେଇଥିଲେ । ଘଟଣା ସ୍ଥଳରେ ଓଡ଼ଗାଁ ଥାନା ଅଧିକାରୀ ପହଞ୍ଚି ବୁଝା ଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ମାତ୍ରା ସଂଧ୍ୟାରେ ଓଡ଼ଗାଁ ରେଞ୍ଜର ଆକ୍ରୋଶ ମୂଳକ ଭାବେ କିଛି ସାମ୍ବାଦିକ ଓ ଗ୍ରାମବାସୀଙ୍କ ନାମରେ ଓଡ଼ଗାଁ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଓଡ଼ଗାଁ ରେଞ୍ଜରଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଗାଦି ଛାଡ଼ିବା ବଦଳରେ ସେ ବହପ ଦେଖାଉଥିବା ମତ ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଆକ୍ରୋଶ ମୂଳକ ଏତଲାକୁ ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନେ ନିନ୍ଦା କରିଛନ୍ତି। ଓଡ଼ଗାଁ ରେଞ୍ଜରଙ୍କୁ ଜିଲ୍ଲାରୁ ବିତାଡିତ ଦାବିରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ସାମ୍ବାଦିକମାନେ ସଜବାଜ ହେଉଥିବା ସୂଚନା ମିଳିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!