Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଶାସନ କାନ୍ଧରେ ବନ୍ଧୁକ..ଗୁଳି, ମାରିବ କିଏ ?

by ସଞ୍ଜୟ ସ୍ୱାଇଁ
April 26, 2020
in Breaking, Nayagarh
ପ୍ରଶାସନ କାନ୍ଧରେ ବନ୍ଧୁକ..ଗୁଳି, ମାରିବ କିଏ ?
27
VIEWS
Share on FacebookShare on Twitter

ସବୁ ମେଲା, ଅନ୍ଧାରରେ ବ୍ୟବସାୟୀ

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ପ୍ରଶାସନ କାନ୍ଧରେ ବନ୍ଧୁକ ଓ ଗୁଳି ଧରାଇ ଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜିଲ୍ଲା ମୁଖିଆ ଓ ପୈାର ପ୍ରଶାସନ ଉପରେ ଉକ୍ତ ଅଂଚଳର ବ୍ୟବସ୍ଥା ନ୍ୟସ୍ତ କରିଛନ୍ତି । ସେହି ଅଂଚଳର ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ମୁଖିଆ ଓ ପୈାର ମୁଖିଆ ନିୟମ ପ୍ରଣୟନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବକଟକଣା ଅନୁଯାୟୀ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବାଦ ଭାରତ ସରକାର ଏବଂ ରାଜ୍ୟ ସରକାର ଅଣଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ କଟକଣା କୋହଳ କରିଥିବା ବେଳେ ଏହି ନିୟମକୁ ନେଇ ନୟାଗଡ଼ ସହରର ସବୁ ଦୋକାନ ଖୋଲା ରହିଛି । ଗତ ଦୁଇଦିନ ତଳେ ପୈାର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନକୁ ସିଲ୍ କରାଯାଇଥିବା ବେଳେ ପରମୂହୂର୍ତ୍ତରେ ଚାବି ଫେରାଇ ଦିଆଯାଇଛି । ସୂଚନାନୁସାରେ, ବହି ଦୋକାନ, ମୋବାଇଲ ମରାମତି ଦୋକାନ, ଭାଉଚର, ଫ୍ୟାନ ମରାମତି ଦୋକାନ ଖୋଲା ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମ ଜାରି ହୋଇଛି । ଅନ୍ୟ ଏକ ପକ୍ଷରେ କେନ୍ଦ୍ର ସରକାରଙ୍କ ନିୟମ ମୁତାବକ, ଏଠି ସବୁ ଖୁଲମ୍ ଖୋଲା ବ୍ୟବସାୟ ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ବ୍ୟବସାୟୀମାନେ ଧରି ବସିଛନ୍ତି । ଅନ୍ୟଏକ ପକ୍ଷରେ ପ୍ରଶାସନ ପାଖରେ ବନ୍ଧୁକ ଓ ଗୁଳି ସବୁ ଥିଲେ ମଧ୍ୟ ଫୁଟାଇବା ପାଇଁ କେହି ପ୍ରସ୍ତୁତ ନୁହନ୍ତି । ଯାହା ଦ୍ୱାରା କି, ସହରର ବ୍ୟବସାୟୀମାନେ ଆଜି ନିୟମକାନୁନ ମଧ୍ୟରେ ଧନ୍ଦି ହୋଇ ଜିଲ୍ଲା ପ୍ରଶାସନର ପୂର୍ବ ନିୟମୁନୁସାରେ, ସକାଳ ୭ଟାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ଦିନ ୧ଟାରେ ବନ୍ଦ କରି ଦେଇଛନ୍ତି । କେଉଁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବ ଏବଂ କେତେ ସମୟ ଖୋଲିବ ସେ ନେଇ ସ୍ପଷ୍ଟି କରଣ ଦେବାକୁ କେହି ରାଜି ନୁହଁନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ସବୁ ମୁକୁଳା ପଡ଼ିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!