Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୁଷ ବିଶ୍ୱକପ ହକି, ୧୬ ଦେଶର ଖେଳାଳୀ ୯ଟି ଦାମୀ ହୋଟେଲରେ ରହିବେ

by ସଞ୍ଜୟ ସ୍ୱାଇଁ
December 31, 2022
in Sports, State
ପୁରୁଷ ବିଶ୍ୱକପ ହକି, ୧୬ ଦେଶର ଖେଳାଳୀ ୯ଟି ଦାମୀ ହୋଟେଲରେ ରହିବେ
147
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚାହୁଁ ଚାହୁଁ ଦିନ ପାଖେଇ ଆସୁଛି । ଆଉ ମାତ୍ର ୧୪ଟି ଦିନ । ଏହାପରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍ । ହକି ବିଶ୍ୱକପ୍ ପାଇଁ ୧୬ ଦେଶର ହକି ଖେଳାଳି ୯ଟି ଦାମୀ ହୋଟେଲରେ ରହିବେ । ପ୍ରତି ହୋଟେଲକୁ ଚାରିପଟୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବ। ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ରହିବେ ଖେଳାଳି । ଏହାବାଦ୍ ପ୍ରତି ହୋଟେଲ ପରିସରରେ ଏକ ପୁଲିସ କ୍ୟାମ୍ପ କରାଯିବ। ତେବେ ଭାରତ ସହ ଅଷ୍ଟ୍ରେଲିଆ, ବେଲଜିୟମର ଖେଳାଳି ହୋଟେଲ ସ୍ୟାଣ୍ଡି ଟାୱାରରେ ରହିବେ । ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ ଓ ସ୍ପେନ୍ ଖେଳାଳି ମେ’ଫେୟାର ଲାଗୁନ୍‌ରେ ରହିବା ବ୍ୟବସ୍ଥା ହୋଇଛି । ମାଲେସିଆ ଓ କୋରିଆ ଖେଳାଳି ହୋଟେଲ ସ୍ୱସ୍ତି ପ୍ରିମିୟମ, ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ଖେଳାଳି ହୋଟେଲ ଲେମନ ଟ୍ରି, ଚିଲି ଓ ଜାପାନ ଖେଳାଳି ଏଚ୍‌ଏଚ୍‌ଆଇ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି । ସାଉଥ୍ ଆଫ୍ରିକା ଖେଳାଳିଙ୍କ ପାଇଁ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ, ଜର୍ମାନୀ ପାଇଁ ଟ୍ରାଇଡେଣ୍ଟ, ଫ୍ରାନ୍ସ ପାଇଁ ହୋଟେଲ ବିଭାନ୍ତ, ୱେଲସ୍ ପାଇଁ ହୋଟେଲ ୱେଲକମ୍‌ରେ ରହିବା ବ୍ୟବସ୍ଥା ହୋଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!