Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରୁ ସୋନପୁର, ୨ ଗର୍ଭବତୀ ସାମିଲ୍‌

by ସଞ୍ଜୟ ସ୍ୱାଇଁ
April 22, 2020
in Feature News
ନୟାଗଡ଼ରୁ ସୋନପୁର, ୨ ଗର୍ଭବତୀ ସାମିଲ୍‌
28
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ପାଇଁ ସାରା ଭାରତବର୍ଷ ଲକ୍‌ଡାଉନ୍ ହୋଇଥିବା ବେଳେ ଅନେକ କଟକଣା କୋହଳ କରାଯାଇଥିବାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ କୃଷକ ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ ନୀତିନିୟମରେ ଅନେକ କୋହଳ ଆଣିଛନ୍ତି । ନିର୍ମାଣଶ୍ରମିକମାନେ ରାଜ୍ୟରୁ ରାଜ୍ୟ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଜିଲ୍ଲାରୁ ଜିଲ୍ଲା ବାହାରକୁ ଯିବାପାଇଁ ନିର୍ଦ୍ଦେଶ ରହିଛି । ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତରେ ୩୮ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ନିକଟସ୍ଥ ବୌଦ୍ଧ ଓ ସୋନ୍‌ପୁର ଆସି ବିଭନ୍ନ କାର୍ଯ୍ୟରେ ଲିପ୍ତ ରହିଥିଲେ । ଉପୟ ପୁରୁଷ ଓ ମହିଳା ବିଭିନ୍ନ ଶ୍ରମିକ ଭାବରେ ନୟାଗଡ଼ରେ କାର୍ଯ୍ୟକରି ଜୀବନ ଜୀବିକା ବିତାଉଥିଲେ । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନର ନେତୃତ୍ୱରେ ଖୁଣ୍ଟୁବନ୍ଧ ପଞ୍ଚାୟତର ୩୮ଜଣ ପୁରୁଷ ଓ ମହିଳା ଶ୍ରମିକଙ୍କୁ ନିଜ ଜିଲ୍ଲା ବୌଦ୍ଧ ଓ ସୋନପୁରକୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ପଠାଯାଇଛି । ଏଥିରେ ୨ଜଣ ମହିଳା ଗର୍ଭବତୀ ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଳାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ପାତ୍ର ଉକ୍ତ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ସେମାନଙ୍କୁ ଲକ୍‌ଡାଉନ୍ ଆରମ୍ଭରୁ ପ୍ରତ୍ୟେକ ଦିନ ରୋଷେଇ କରି ଖାଦ୍ୟ ବଣ୍ଟନ କରାଯାଉଥିଲା । ଆଜି ମଧ୍ୟ ସେମାନଙ୍କୁ ଖାଦ୍ୟ ଦିଆଯାଇ ଫ୍ରେଣ୍ଡସ୍ ନାମକ ଏକ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କ ଜିଲ୍ଲାକୁ ପଠାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!