Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିଲା ଜିଲ୍ଲାର ପ୍ରଥମ କୋଭିଡ୍ ହେଲ୍ଥ ସେଣ୍ଟର୍

by Anil Panda
April 18, 2020
in Breaking
ଖୋଲିଲା ଜିଲ୍ଲାର ପ୍ରଥମ କୋଭିଡ୍ ହେଲ୍ଥ ସେଣ୍ଟର୍
31
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): କରୋନା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦପୁର ଠାରେ କରୋନା କୋଭିଡ୍‌-୧୯ ହେଲ୍ଥ ସେଣ୍ଟର୍ କାର୍ଯ୍ୟକ୍ଷମ କରାଯାଇଛି। ଖଣ୍ଡପଡ଼ାରେ କୋଭିଡ୍‌-୧୯ କେୟାର ହସ୍‌ପିଟାଲ ଏବଂ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲଠାରେ ଆଉ ଏକ କୋଭିଡ୍‌-୧୯ କେୟାର ହସ୍‌ପିଟାଲ କାର୍ଯ୍ୟକ୍ଷମ କରାଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶ୍ୱେତ କୁମାର ମହାପାତ୍ର, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ବନଖଣ୍ଡ ଅଧିକାରୀ ଧନାରଜ ଏଚ. ଡି, ଯୋଗଦେଇ ଚାନ୍ଦପୁରରେ କୋଭିଡ୍‌-୧୯ ହେଲ୍ଥ ସେଣ୍ଟରକୁ କାର୍ଯ୍ୟକ୍ଷମ କରିଛନ୍ତି । ସୂଚନା ମୁତାବକ ଏହି କୋଭିଡ୍‌-୧୯ ହସ୍‌ପିଟାଲ ପାଇଁ ମାଇକ୍ରୋବାୟୋଲୋଜିଷ୍ଟ ୧ଜଣ, ଷ୍ଟାଫ୍ ନର୍ସ୧୦ଜଣ, ଫାର୍ମାସିଷ୍ଟ ୯ଜଣ, ଲାବ୍ରୋଟରି ଟେକ୍‌ନିସିଆନ୍ ୭ଜଣ, ରେଡିଓଗ୍ରାଫର ୨ଜଣ, ଏବ୍‌ପିଏଚ୍‌ଡବ୍ଲୁ ମହିଳା ୫୫ଜଣ ଏବଂ ପୁରୁଷ ୧୬ଜଣ ସମୁଦାୟ ୧୦୦ଜଣ ବୈଷୟିକ ଜ୍ଞାନକୌଶଳକାରୀ କୋଭିଡ୍ କେୟାର୍ ହସ୍‌ପିଟାଲରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଡାକ୍ତରଖାନାରେ ୧୩ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!