Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିକ୍‌ଟକ୍ ନେଲା ଜୀବନ

by ସଞ୍ଜୟ ସ୍ୱାଇଁ
April 16, 2020
in Accident
ଟିକ୍‌ଟକ୍ ନେଲା ଜୀବନ
39
VIEWS
Share on FacebookShare on Twitter

ନୟାଗଡ (ବାଘୁଆବାର୍ତା); ନୟାଗଡ ସହର ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ରହୁଥିବା ଆନନ୍ଦ ଚନ୍ଦ୍ର ସାହୁ ଙ୍କ ପୁତ୍ର ପ୍ରେମାନଂଦ ସାହୁଙ୍କର ବୟସ (୧୬) ମୃତ କୁ ନେଇ ସହରରେ ଚର୍ଚ୍ଚା ଯୋର ଧରିଛି । ଗତ ଦୁଇ ଦିନ ଧରି ପ୍ରେମାନଂଦ ନିଜ ଘରୁ ବାହାରି ଆସି ଲେଙ୍କୁଡିପଡା ନିକଟସ୍ଥ ପଣ୍ଡା କ୍ଲିନିକ ପାଖରେ ଥିବା ଅରବିଂଦ ନଗର ଜଣେ ସମ୍ପର୍କୀୟ ଙ୍କ ଘରକୁ ଆସିଥିଲେ । ଆଜି ସମ୍ପର୍କୀୟଙ୍କ ଘରେ ରହିବା ସମୟରେ ହଠାତ୍ ଘର ଭିତରୁ କବାଟ ଦେଇଦେଇଥିଲେ । ସମ୍ପର୍କୀୟ ଲୋକ କବାଟ ବାଡେଇଥିଲେ ମଂଧ୍ୟ କବାଟ ଖୋଲି ନଥିଲେ । ସମ୍ପର୍କୀୟ ଜଣଙ୍କ ପ୍ରେମାନଂଦଙ୍କ ପରିବାରକୁ ଫୋନ୍ କରିଥିଲେ । ପ୍ରେମାନଂଦଙ୍କ ବଡ ଭାଇ ସେଠାକୁ ଆସି କବାଟ ଖୋଲିଥିଲେ । ହଠାତ୍ ଦେଖିଲା ବେଳକୁ ଏକ ଲୁଗା ସାହାଯ୍ୟରେ ଟାଙ୍ଗି ହୋଇ ରହିଥିବା ଜଣା ପଡିଥିଲା । ପ୍ରେମାନଂଦଙ୍କ ପରିବାର କହିବା କଥା ସେ ସଦା ସର୍ବଦା ଟିକ୍‌ଟକ୍ କରୁଥିଲା । ତାଙ୍କୁ ଆଜି ରାତିରେ ନୟାଗଡ ମୂଖ୍ୟ ଚକିତ୍ସାଳୟ କୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ନୟାଗଡ ଟାଉନ୍ ଥାନା ସବ୍‌ଇନ୍ସପେକ୍ଟର ଧମେନ୍ଦ୍ର ଶିଆଳ ଘଟଣାର ତଦନ୍ତ କରୁଛନ୍ତି । ଟିକ୍‌ଟକ୍ ନା ଆଉ କିଛି ରହସ୍ୟ ରହିଛି ତଦନ୍ତ କଲେ ଜଣାପଡିବ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!