Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକସଂଘ ଦ୍ୱାରା ୧୪ ୟୁନିଟ୍ ରକ୍ତ ଦାନ

by ସଞ୍ଜୟ ସ୍ୱାଇଁ
April 15, 2020
in Lifestyle
ଯୁବକସଂଘ ଦ୍ୱାରା ୧୪ ୟୁନିଟ୍ ରକ୍ତ ଦାନ
18
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : କରୋନା ରୋଗର ଆତଙ୍କ ସର୍ବତ୍ର ଖେଳିଯାଇଥିବା ବେଳେ ଦଶପଲ୍ଲା ବ୍ଲକ୍ ଡିହଗାଁ କିଷାନ ଯୁବକ ସଂଘର ସ୍ୱେଚ୍ଛୋସେବୀମାନେ ଏହାକୁ ଖାତିର୍ ନକରି ୧୪ ୟୁନିଟ୍ ରକ୍ତ ଦାନ କରିଛନ୍ତି । ନୟାଗଡ଼ ରେଡକ୍ରସ୍ ପକ୍ଷରୁ ଏହି ରକ୍ତକୁ ସଂଗ୍ରହ କରାଯାଇଥିଲା । ଯୁବକ ସଂଘର ସଭାପତି ଦିବ୍ୟଜ୍ୟୋତି ମିଶ୍ର, ସମ୍ପାଦକ ଭବାନୀ ଶଙ୍କର ପ୍ରଧାନ ଏବଂ ଶିକ୍ଷକ ବିଘ୍ନେଶ୍ୱର ବେହେରାଙ୍କ ଉଦ୍ୟମରେ ଶିବିର ପରିଚାଳନା କରାଯାଇଥିଲା । ଦେଶ ଏଭଳି ସଙ୍କଟ ଜନକ ଅବସ୍ଥାରେ ଗତି କରୁଥିବା ବେଳେ ସ୍ୱେଚ୍ଛାକୃତ ରକ୍ତଦାନ ଅନେକ ଗୁରୁତର ରୋଗୀଙ୍କ ପାଇଁ ନିଶ୍ଚିତ ଭାବେ ମୃତ୍ୟୁମୁଖରୁ ବଞ୍ଚାଇ ପାରିବ ବୋଲି ଆଶା କରାଯାଉଛି । ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଶିବିର ହୋଇଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!