Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋଗୀଙ୍କ ପାଇଁ ପ୍ରସ୍ତୁତ କୋଭିଡ ହସ୍ପିଟାଲ

by ସଞ୍ଜୟ ସ୍ୱାଇଁ
April 5, 2020
in Feature News
ରୋଗୀଙ୍କ ପାଇଁ ପ୍ରସ୍ତୁତ କୋଭିଡ ହସ୍ପିଟାଲ
8
VIEWS
Share on FacebookShare on Twitter

ଖଣ୍ଡପଡା, (ବାଘୁଆବାର୍ତ୍ତା): କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ପାଇଁ ଖଣ୍ଡପଡା ସହରରେ କାର୍ଯ୍ୟାରମ୍ଭ କରିଛି ନୂତନ କୋଭିଡ ହସପିଟାଲ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥାଇ ଆରମ୍ଭ ହୋଇଥିବା ଏହି ହସପିଟାଲରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଯୁଦ୍ଧକାଳୀନ ଭିତିରେ ପୂର୍ତବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ହସପିଟାଲଟି ୩ମହଲା ବିଶିଷ୍ଟ ହୋଇଥିବା ବେଳେ ରୋଗୀମାନଙ୍କୁ ହ୍ୱିଲ ଚେୟାର ଯୋଗେ ଶଯ୍ୟା ନିକଟକୁ ନେବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସନ୍ଦିଗ୍ଧ କରୋନା ରୋଗୀ ଓ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ହସପିଟାଲରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ଆଇସୋଲେସନ ୱାର୍ଡ ସହ ଡ଼ାକ୍ତର ଓ କର୍ମଚାରୀମାନଙ୍କ ବିଶ୍ରାମ ପାଇଁ ହସପିଟାଲ ପରିସରରେ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ରହିଛି । ହସପିଟାଲ ପରିଚାଳନା ଦାୟିତ୍ୱ ଡଃ ପ୍ରଦୀପ କୁମାର ପାଇକରାୟଙ୍କ ଉପରେ ନ୍ୟସ୍ତ କରାଯାଇଛି । ରବିବାର ଠାରୁ ବିଦ୍ଧିବଦ୍ଧ ଭାବେ କୋଭିଡ ହସପିଟାଲ କାର୍ଯ୍ୟାରମ୍ଭ କରିଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!