Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ୍କନ୍ ମୁଡ୍‌ରେ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
March 27, 2020
in Feature News
ଆସ୍କନ୍ ମୁଡ୍‌ରେ ଜିଲ୍ଲାପାଳ
38
VIEWS
Share on FacebookShare on Twitter

ଭାପୁର ପଂଚାୟତ ପ୍ରତିନିଧି ଦେଲେ ୨ ଲକ୍ଷ

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ମୋଟ ୮୫୦ ଜଣ ରୋଗୀଙ୍କୁ ଆଇସୋଲେସନ ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା ଚାଲିଛି । ଗତକାଲି ଜିଲ୍ଲାପାଳ ଭିଡିଓ କନଫରେନସ୍ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ଉପରେ ତାଗିଦ୍ କରିବା ପରେ ଆଜି କିଛିଟା ପରିବର୍ତ୍ତନ ଆସିଛି । ବିଭିନ୍ନ ପଂଚାୟତମାନଙ୍କରେ ଆଇସୋଲେସନ୍ କେନ୍ଦ୍ର ଖୋଲାଯାଇଥିବାର ଜଣାପଡ଼ିଛି । ଆଜି ଜିଲ୍ଲାପାଳ ବସନ୍ତ ମଂଜରୀ ଚିକିତ୍ସାଳୟ ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟାର ସମୀକ୍ଷା କରିବା ସହ ନିର୍ମାଣଧିନ ଆଇସୋଲେସନ୍ ସେଣ୍ଟର ବୁଲି ଦେଖିଛନ୍ତି । ଏହା ସହିତ ବିଭିନ୍ନ ପଂଚାୟତରେ ଖୋଲା ଯାଇଥିବା ଆଇସୋଲେସନ୍ ଗୃହ ସ୍ଥିତି ସଂମ୍ପର୍କରେ ସମୀକ୍ଷା କରିଛନ୍ତି । ଖୁବଶ୍ରୀଘ୍ର କାମ ଶେଷ ନକରିଲେ କଠୋର ଦଣ୍ଡ ମିଳିବ ବୋଲି ଚେତାନବୀ ଦେଇଛନ୍ତି । ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ୭୦୦୮୭୪୯୩୭୭ ଏବଂ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ୯୯୩୭୪୨୬୬୧ ଏବଂ ଅଫିସ୍ ନମ୍ବର ୦୬୭୫୩-୨୫୨୪୩୯ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ସେହିଭଳି ଭାବେ ଆଜି ଭାପୁର ବ୍ଲକର ପଂଚାୟତ ପ୍ରତିନିଧିମାନଙ୍କ ପକ୍ଷରୁ ଭାପୁର ଉପାଧ୍ୟକ୍ଷ ଗୟାଧର ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳଙ୍କ ଜରିଆରେ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!