Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହକି ଇଣ୍ଡିଆ ସଭାପତି, ନାମାଙ୍କନ ଦାଖଲ କଲେ ଦିଲ୍ଲୀପ ତିର୍କି

by ସଞ୍ଜୟ ସ୍ୱାଇଁ
September 18, 2022
in Sports, State
ହକି ଇଣ୍ଡିଆ ସଭାପତି, ନାମାଙ୍କନ ଦାଖଲ କଲେ ଦିଲ୍ଲୀପ ତିର୍କି
97
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଓଡ଼ିଆ ହକି ଲିଜେଣ୍ଡ ଦିଲ୍ଲୀପ ତିର୍କି। ଆସନ୍ତା ୧ ତାରିଖରେ ହେବ ହକି ଇଣ୍ଡିଆର ନିର୍ବାଚନ। ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲୀପ ତିର୍କୀ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ। ତେଣୁ ତାଙ୍କ ନାମାଙ୍କନକୁ ନେଇ ଅଲୋଚନା ଜୋର ଧରିଛି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଶେଷ ତାରିଖରେ ନାମାଙ୍କନ କରିଛି। ହକି ଇଣ୍ଡିଆର ସଭାପତି ହେଲେ ସେ ଭାରତୀୟ ହକିକୁ ଅଧିକ ମଜଭୂତ କରିବେ। ବିଶ୍ୱରେ ଭାରତୀୟ ହକି ଦଳର ଖେଳ ଆଗରେ ରହିବାକୁ ପ୍ରୟାଶ କରିବେ। ଜୁନିଅର ଓ ସବ୍‌ଜୁନିଅର ହକି ଦଳର ଟ୍ରନିଂକୁ ଅଧିକ ମଜଭୂତ କରିବେ। ହକି ସିନିୟର ଟିମ୍ ଓ ମହିଳା ଟିମ୍‌ର ପରଫରମାନ୍ସ ଅଧିକ ଭଲ କରିବାକୁ ଚେଷ୍ଟା କରିବେ। ଅନ୍ୟମାନେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଫାଇଲ କରିଛନ୍ତି। ତେବେ ସେ ବାବଦରେ ବିସ୍ତୃତ ଭାବେ ଜାଣି ନାହାନ୍ତି। ଆଶା ରହିଛି, ନିର୍ବାଚନରେ ନର୍ଥ-ଇଷ୍ଟ ଭାରତୀୟ ହକି ସଂଘ ଯଥା ଆସାମ, ମିଜୋରାମ, ପଶ୍ଚିମବଙ୍ଗ ପ୍ରମୁଖ ତାଙ୍କ ସପକ୍ଷରେ ଭୋଟ ଦେବେ। କାରଣ ଭାରତୀୟ ହକି ପାଇଁ ଓଡ଼ିଶା ହକିର ଅବଦାନ ଅଧିକ ରହିଥିବା ସମସ୍ତ ଜାଣିଛନ୍ତି। ସେ ଏବେ ହକି ଆସୋସିଏସନ୍ ଅଫ ଓଡ଼ିଶାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଗୋଟିଏ କଦମ ଆଗକୁ ଯାଇ ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!