Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଦ୍ଦାନ୍ତ ଅପରାଧୀ ଜଗା ପାତ୍ର ଗିରଫ

by ସଞ୍ଜୟ ସ୍ୱାଇଁ
September 16, 2022
in Crime, State
ଦୁର୍ଦ୍ଦାନ୍ତ ଅପରାଧୀ ଜଗା ପାତ୍ର ଗିରଫ
55
VIEWS
Share on FacebookShare on Twitter

ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଧରକୋଟ ଥାନା ମୁଣ୍ଡମରେଇର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ପାତ୍ର ଗିରଫ। ଅପରାଧୀ ଜଗା ପାତ୍ର ନାଁରେ ରହିଛି ୧୯ଟି ମାମଲା। ଗତ ପଞ୍ଚାୟତ ନିର୍ବାଚନରେ ଜଗା ନାମରେ ପଳାତକ ନୋଟିସ ଜାରି ହୋଇଥିଲା। ଗିରଫ ଭୟରେ ସେ ପୋଲିସକୁ ବିଭିନ୍ନ ସମୟରେ ଚକ୍‌ମା ଦେଉଥିଲା। ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଏସଡିପିଓ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଜଗାକୁ ଗିରଫ କରାଯାଇଛି। ଏହି ଟିମ୍‌ରେ ଧରାକୋଟ ଆଇଆଇସିଙ୍କ ସମେତ ପାଟପୁର ଆଇଆଇସି ଓ ବହୁ ଅଧିକାରୀ ସାମିଲ ଥିଲେ। ସୂଚନାନୁଯାୟୀ, ଜଗା ଦୀର୍ଘଦିନ ହେବ ପୋଲିସକୁ ଚକମା ଦେଇ ଜିଲ୍ଲାରୁ ଜିଲ୍ଲା, ରାଜ୍ୟରୁ ରାଜ୍ୟ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରି ରହି ଆସୁଥିଲା। ହେଲେ ପୋଲିସ ଜଗାର ଗତିବିଧି ଉପରେ ନଜର ରଖିଥିଲା। ତାର ମୋବାଇଲ ଟ୍ରାକ୍ କରାଯାଉଥିଲା। ଶେଷରେ ଆଜି ଭୋର୍ ସମୟରେ ଭୁବନେଶ୍ୱରରୁ ଜଗାକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଜଗାକୁ ଗିରଫ କରି ପୋଲିସ ଅଧିକ ତଦନ୍ତ କରୁଛି। ଏନେଇ ଆସିକା ଏସଡିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!