Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା: ବୁଲିଲା ପ୍ରଚାର ଗାଡ଼ି

by ସଞ୍ଜୟ ସ୍ୱାଇଁ
March 19, 2020
in Health
କରୋନା: ବୁଲିଲା ପ୍ରଚାର ଗାଡ଼ି
16
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସ୍‌କୁ ଏଡାଇବା ପାଇଁ ଆଜି ପ୍ରଚାର ଗାଡ଼ି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ମୁଖ୍ୟତଃ ସହର ମଧ୍ୟରେ ଦୁଇଦିନ ଧରି ପ୍ରଚାର ପ୍ରଚାର ଚାଲିଥିଲା । ଆଜିଠାରୁ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ଓ ସଚେତନତା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି । ଏହି ମହାମାରୀ ପାଇଁ କୌଣସି ଟିକା ବା ଔଷଧିୟ ଚିକିତ୍ସା ନାହିଁ । ଏହି ରୋଗର ସଫଳ ଚିକିତ୍ସା ପାଇଁ ପ୍ରତ୍ୟେକ ସ୍ତରରେ ସମ୍ବଳିତ ପ୍ରଚେଷ୍ଟା ଆବଶ୍ୟକ । ସାମାଜିକ ଜନ ସମାଗମରେ ଲୋକଙ୍କ ଠାରୁ ଦୂରେଇ ରହିବା ହେଉଛି କରୋନା ଭୁତାଣୁ ସଂକ୍ରମଣର ସବୁଠାରୁ ଫଳପ୍ରଦ ଉପାୟ । ଧାର୍ମିକ ଉତ୍ସବ, ବିବାହବ୍ରତ ଓ ସାମାଜିକ ଜନ ସମାଗମ ଠାରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଉଛି । ଘରଭିତରେ ରହିବା, ଜନଗହଳିକୁ ବର୍ଜନ କରିବା, ମିଳାମିଶା ପ୍ରତ୍ୟାହାର କରିବା ଓ ବାରମ୍ବାର ହାତଧୋଇବା ଦ୍ୱାରା ଏହି ଭୁତାଣୁରୁ ମୁକ୍ତି ମିଳିପାରିବ । ପ୍ରତ୍ୟେକ ସ୍ତରରେ ଗୁଜବଠାରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଇଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଆଜି ନୟାଗଡ଼ ବ୍ଲକ୍ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳ ମାନଙ୍କରେ ଏହି ପ୍ରଚାର ପ୍ରସାର ଗାଡି ଦେଖିବାକୁ ମିଳିଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!