Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ କାହିଁକି ଚମକ୍ ହରାଉଛି ଭାରତ

by ସଞ୍ଜୟ ସ୍ୱାଇଁ
August 9, 2022
in Breaking, Sports
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ କାହିଁକି ଚମକ୍ ହରାଉଛି ଭାରତ
99
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ ଗୋଷ୍ଠୀ କ୍ରିଡ଼ାରେ ଚମକ ହରାଇବାରେ ଲାଗିଛି ଭାରତ । କାହିଁକି ଓ କଣ ପାଇଁ ଭାରତ ଲଗାତର ଭାବେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଚମକ୍ ହରାଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଦୀର୍ଘ ୨୦ବର୍ଷ ଦେଖିବାକୁ ଗଲେ ଭାରତ ୨୦୦୨ ମସିହାରେ ସ୍ୱର୍ଣ୍ଣ ୩୦ଟି, ରୌପ୍ୟ ୨୨ଟି ଓ କାଂସ୍ୟ ୧୭ଟି ହାସଲ କରିବାରେ ମୋଟ୍ ୬୯ଟି ପଦକ ହାସଲ କରିବାରେ ସକ୍ଷମ ହୋଇଥିବା ବେଳେ ୨୦୦୬ ମସିହାରେ ଭାରତ ସ୍ୱର୍ଣ୍ଣ ୨୨ଟି, ରୌପ୍ୟ ୧୭ଟି, କାଂସ୍ୟ ୧୧ଟି ମୋଟ ୫୦ଟି ପଦକ ହାସଲ କରିଥିଲା ଭାରତ । ସେହିପିର ଭାବେ ୨୦୧୦ ଭାରତ ଟିକେ ଉନ୍ନତ ଧରଣ ଖେଳ ପ୍ରଦର୍ଶନ କରିଥିଲା ଯାହାଫଳରେ ଟୋଟାଲ ୧୦୧ଟି ପଦକ ହାସଲ କରିବାରେ ସକ୍ଷମ ହୋଇଥିଲା । ଯେଉଁଥିରେ କି ସ୍ୱର୍ଣ୍ଣ ୩୮ଟି ରୌପ୍ୟ ୨୭ଟି ଓ କାଂସ୍ୟ ୩୬ଟି ପଦକ ସାମିଲ ହୋଇଥିଲା । କିନ୍ତୁ ୨୦୧୪ ମସିହାରେ ଏନଡିଏ ସରକାର ଆସିବା ପରେ ଭାରତ ସ୍ୱର୍ଣ୍ଣ ୧୫ଟି, ରୌପ୍ୟ ୩୦ଟି, କାଂସ୍ୟ ୧୯ଟି ମୋଟ ୬୪ଟି ପଦକ ହାସଲ କରିଥିଲେ । ୨୦୧୮ ମସିହା କଥା ଦେଖିବା ତେବେ ଭାରତ ସ୍ୱର୍ଣ୍ଣ ୨୬ଟି, ରୌପ୍ୟ ୨୦ଟି ଓ କାଂସ୍ୟ ୨୦ଟି ମୋଟ ୬୬ଟି ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ବର୍ତ୍ତମାନ ସୁଦ୍ଧା ସ୍ୱର୍ଣ୍ଣ ୨୨ଟି, ରୌପ୍ୟ ୧୬ଟି ଓ କାଂସ୍ୟ ୨୩ଟି ପଦକ ହାସଲ କରି ମୋଟ ୬୧ଟି ପଦକ ହାସଲ କରି ଖେଳ ପକ୍ରିୟା ଜାରି ରଖିଛି । ୨୦୧୦ ମସିହାରେ ଭାରତ ଦଳର ଯେଉଁ ଭଳି ଭାବେ ଖେଳ ପ୍ରଦର୍ଶନ କରି ସଫଳତା ହାସଲ କରିଥିଲା ତାହା ୨୦୨୨ରେ ଦେଖିବାକୁ ମିଳିନାହିଁ । ଯାହା କ୍ରୀଡ଼ା ପ୍ରେମୀମାନଙ୍କ ହତୋତ୍ସାହିତ କରିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!