Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନି ଛୁଆକୁ ଚ୍ଛାଡି ଘର ପଛପଟୁ ମା ଫେରାର

by ସଞ୍ଜୟ ସ୍ୱାଇଁ
July 6, 2022
in Crime, State
ତିନି ଛୁଆକୁ ଚ୍ଛାଡି ଘର ପଛପଟୁ ମା ଫେରାର
995
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଦିନକୁ ଦିନ ଏ ସଭ୍ୟ ସମାଜର ମଣିଷ ଅସଭ୍ୟ ଦିଗକୁ ଗତିକରିବାରେ ଲାଗିଛି । ଏଭଳି ଘଟଣା ଆମ ରାଜ୍ୟରେ ଏକ ବ୍ୟାଧି ଭାବେ ବଢି ଚାଲିଛି । ତେବେ ଏମିତି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଅନ୍ତର୍ଗତ ଜଉବନ ଗ୍ରାମରେ । ଏହି ଗ୍ରାମରେ ଜିତୁ ଖିଲାର ପେଶା ରେ ଜଣେ ରାଜମିସ୍ତ୍ରୀ ସେ ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ ସ୍ତ୍ରୀ ତଅପୋଇ ଖିଲାରଙ୍କ ହାତ ଧରି ବିବାହ କରିଥିଲେ । ବିବାହ ପରେ ବେଶ୍ ହସଖୁସିରେ ସଂସାର ଚାଲିଥିଲା। ସେ ତିନୋଟି ସନ୍ତାନର ମା ମଧ୍ୟ ହୋଇଛନ୍ତି ତଥାପି ଅନ୍ୟ ଏକ ପର ପୁରୁଷ ପ୍ରେମରେ ଏତେ ମାତ୍ରାରେ ବିଭୋଳ ହୋଇଗଲେ ଯେ ତିନିଜଣ ସନ୍ତାନ,ସ୍ବାମୀ,ଶାଶୁ , ଶଶୁରଙ୍କୁ ଛାଡି ଘରର ପଛ ପଟ ରାସ୍ତାରେ ଅନ୍ୟ ଏକ ପୁରୁଷ ସହ ଚମ୍ପଟ ମାରିଲେ । ଏ ସବୁକୁ ନେଇ ଦଶପଲ୍ଲା ଥାନାର ଦ୍ବାରସ୍ଥ ହେଲେ ସ୍ବାମୀ ଜିତୁ ଖିଲାର। ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରୀରଖିଛି । ତେବେ ନିଜ ମାଙ୍କୁ ନପାଇ ବେସାହାରା ହୋଇପଡିଛନ୍ତି ତିନି ସନ୍ତାନ । ଏହି ଘଟଣାକୁ ଅନୁଧ୍ୟାନ କଲେ ଜଣା ପଡ଼ୁଛି ପ୍ରେମ ମାନେନାହିଁ ବୟସ, ବନ୍ଧନ,ପରିବାର, ଓ ଲାଞ୍ଛନା‌ । ଆଜି ଅନ୍ୟ ଜଣଙ୍କ ପ୍ରେମରେ ଅନ୍ଧ ହୋଇଯାଇଛନ୍ତି ତଅପୋଇ । ଆଜିବି ଲୁହ ଛଳ ଛଳ ଆଖିରେ ଛୁଆ ମାନେ ଅପେକ୍ଷା ରେ ଚାହିଁ ରହିଛନ୍ତି କେବେ ଫେରିବ ଆମ ମା”…..।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!