Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ପ୍ରଶାସନକୁ କଂଗ୍ରେସର ସମାଲୋଚନା

by ସଞ୍ଜୟ ସ୍ୱାଇଁ
February 13, 2020
in Feature News
ଜିଲ୍ଲା ପ୍ରଶାସନକୁ କଂଗ୍ରେସର ସମାଲୋଚନା
43
VIEWS
Share on FacebookShare on Twitter

ସାମ୍ବାଦିକଙ୍କୁ ବୈଠକକୁ ଡାକି ହଟହଟା କରିବା ଘଟଣା

ନୟାଗଡ଼, (ବାଘୁଆବାର୍ତ୍ତା): ବୁଧବାର ଜିଲ୍ଲା ପରିଷଦ ସପ୍ତମ ସାଧାରଣ ଅଧିବେଶନ ଏବଂ ଯୋଜନା କମିଟି ବୈଠକ ବସିଥିବା ବେଳେ ସାମ୍ବାଦିକକୁ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ଡକାଯାଇ ଫେରାଇ ଆଣିବା ଘଟଣାକୁ ଜିଲ୍ଲା କଂଗ୍ରେସ ସମାଲୋଚନା କରିଛି । ଏହି ଘଟଣାର ଖବର ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା କେଉଁ ପ୍ରକାରର ଅନୁଶାସନ ବୋଲି କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶ ପ୍ରେସ ଇସ୍ତାହାର ମାଧ୍ୟମରେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମ ତଥା ବୈଠକରେ ଗଣମାଧ୍ୟମର ଉପସ୍ଥିତି ଜିଲ୍ଲା ପ୍ରଶାସନ ମଧ୍ୟରେ ଭୟ ସୃଷ୍ଟି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପରିଷଦ ବୈଠକ ଓ ଯୋଜନା ବୋର୍ଡ଼ ବୈଠକ ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କାହିଁକି ଗଣମାଧ୍ୟମକୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ନେତା ହୁସେନ ଖାଁ, ମନୋଜ କୁମାର ସାହୁ, ଶୁଭଶ୍ରୀ ପଣ୍ଡା, କମଳ ଚରଣ ସାହୁ ଏବଂ ଫକିର ଚରଣ ମଲ୍ଲ ପ୍ରମୂଖ ଉଦବେଗ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନର ଗୁରୁଦାୟିତ୍ୱ ବହନ କରୁଥିବା କିଛି ଅଧିକାରୀ ବିଭିନ୍ନ ସମୟ ଓ ଅସମୟରେ ଗଣମାଧ୍ୟମର ଫୋନ ମଧ୍ୟ ଗ୍ରହଣ କରୁନଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!