Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଧାପୁର ସରପଂଚଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା

by ସଞ୍ଜୟ ସ୍ୱାଇଁ
December 8, 2019
in Nayagarh, Politics
ଶରଧାପୁର ସରପଂଚଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା
24
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତ ସରପଂଚ ଶ୍ରୀଧର ଦଳେଇଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନସ୍ଥା ପ୍ରସ୍ତାବ କାଟ ଖାଇଥିବା ଜଣାପଡ଼ିଛି । କୋରମ୍ ଅଭାବ କାରଣରୁ ଏହି ଅନାସ୍ଥା କାଟ ଖାଇଥିବା ବେଳେ ସରପଂଚ ନିଜ ପଦବୀରେ ପୂର୍ବଭଳି କାର୍ଯ୍ୟ କରି ପାରିବେ ବୋଲି ସୂଚନା ମିଳିଛି । ସୂଚନାନୁସାରେ, ଜିଲ୍ଲା ଗ୍ରାମ ପଂଚାୟତ ଉପ ବିଭାଗଙ୍କ କାର୍ଯ୍ୟାଳୟ ନଭେମ୍ବର ୧୬ ତାରିଖର ଆଦେଶ ସଂଖ୍ୟା ୭୯୪ ଅନୁଯାୟୀ ଗ୍ରାମପଂଚାୟତ ଆଇନ୍ ୧୯୬୪ର ଧାରା ୨୪(୨)ରେ ଥିବା ବିôଦ ବ୍ୟବସ୍ଥା ଅନୁଯାୟୀ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କ୍ଷମତପ୍ରାପ୍ତ ହୋଇ ଶରଧାପୁର ଗ୍ରାମପଂଚାୟତ ସରପଂଚ ବିରୁଦ୍ଧରେ ଆସିଥିବା ଅନସ୍ଥା ପ୍ରସ୍ତାବ ନେଇ ଏକ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ ଓଡ଼ଗାଁ ବ୍ଲକ ଅତିରିକ୍ତ ବିଡିଓ ପରମାନନ୍ଦ ଜେନା ଚଳିତ ମାସ ୬ ତାରିଖରେ ପଂଚାୟତ ସଭା ଗୃହରେ ଏକ ବୈଠକ ପାଇଁ ନିର୍ଦ୍ଦେଶ ଦେଇ ଉପସ୍ଥିତ ରହିଥିଲେ । ଏହି ପଂଚାୟତରେ ସରପଂଚଙ୍କୁ ମିଶାଇ ମୋଟ ୧୫ ଜଣ ସଦସ୍ୟ ଥିବା ବେଳେ ବୈଠକ ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ଦୁଇଜଣ ସଭ୍ୟ ଉପସ୍ଥିତ ରହିଥିଲେ । ଫଳରେ କୋରମ୍ ଅଭାବ୍ କାରଣରୁ ବୈଠକକୁ ବାତିଲ କରାଯାଇଥିବା ସହ ଅନସ୍ଥା ପ୍ରସ୍ତାବ କାଟ ଖାଇଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!