Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦୦ ପାଇଁ ଅଭିଭାବକ ଏବଂ ଆୟୋଜକ ଭିଡ଼ାଭିଡ଼ି

by ସଞ୍ଜୟ ସ୍ୱାଇଁ
December 8, 2019
in Education
୧୦୦ ପାଇଁ ଅଭିଭାବକ ଏବଂ ଆୟୋଜକ ଭିଡ଼ାଭିଡ଼ି
29
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏକ ବେସରକାରୀ ସଂସ୍ଥା ଏଠାରେ ଏଣ୍ଟ୍ରାନ୍ସ ପରୀକ୍ଷା କରୁଥିବା ବେଳେ ଉଭୟ ଆୟୋଜକ ଏବଂ ଅଭିଭାବକଙ୍କ ମଧ୍ୟରେ ୧୦୦ ଟଙ୍କା ପାଇଁ ଯୁକ୍ତିତର୍କ ହୋଇଥିବା ବେଳେ ଶେଷ ମୂହୂର୍ତ୍ତରେ ଆୟୋଜକ ୧୦୦ ଟଙ୍କା ଫେରାଇଛନ୍ତି । ଗ୍ଲୋବାଲ ନାମକ ଏକ ବେସରକାରୀ ସଂସ୍ଥା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ନାମରେ ଡକାଇଥିଲା । କୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ମାଗଣାରେ ଶିକ୍ଷା ଦେବାର ପ୍ରରୋଚନା ଦେଇ ଏଭଳି ପରୀକ୍ଷାର ଆୟୋଜନ କରିଥିବା ବେଳେ ଆଜି ପରୀକ୍ଷା ସ୍ଥଳରେ ଫି କୁ ନେଇ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଛି । ଆସିଥିବା ଶତାଧିକ ପରୀକ୍ଷାର୍ଥୀଙ୍କମଧ୍ୟରୁ କିଛି ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା କରାଉଥିବା ଏବଂ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରିଥିବା ନେଇ ଜଣାପଡ଼ିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଆୟୋଜକ ତରବରିଆ ଭାବେ ପରୀକ୍ଷାର୍ଥୀ ତଥା ଅଭିଭାବକଙ୍କୁ ଟଙ୍କା ଫେରସ୍ତ କରିଥିବା ବେଳେ ଏଭଳି ବେସରକାରୀ ସଂସ୍ଥାକୁ କିଭଳି ବିଦ୍ୟାଳୟରେ ପରୀକ୍ଷା କରିବାକୁ ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!