Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଲାଲ୍ ସାଜିଛନ୍ତି ନିଯୁକ୍ତି ଏଜେନ୍ସି

by ସଞ୍ଜୟ ସ୍ୱାଇଁ
April 19, 2020
in Crime
ଦଲାଲ୍ ସାଜିଛନ୍ତି ନିଯୁକ୍ତି ଏଜେନ୍ସି
14
VIEWS
Share on FacebookShare on Twitter

ଇପିଏଫ୍, ଇଏସ୍ଆଇ ସଠିକ ସମୟରେ ଜମା ହେଉନି

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟଳୟରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଉଥିବା ଏଜେନ୍ସି ଗୁଡ଼ିକ ଦଲାଲ ସାଜିଛନ୍ତି । ନିଯୁକ୍ତି ଦେବା ଆଳରେ ସେମାନେ ଯୁବକ ଯୁବତୀଙ୍କ ଦରମାର ସିଂଘ ଭାଗ ଠକି ନେଉଥିବା ଅଭିଯୋଗ ହେଉଥିବା ବେଳେ ସେମାନଙ୍କର ଇପିଏଫ୍, ଇଏସ୍ଆଇ ସଠିକ ସମୟରେ ଜମା କରୁନଥିବା ଅଭିଯୋଗ ହେଉଛି । ସଠିକ ସମୟରେ ଇପିଏଫ୍ ଏବଂ ଇଏସ୍ଆଇରେ ଜମା କରିବା ନିମନ୍ତେ ୫ ଶହରୁ ୧ ହଜାର ଟଙ୍କା ସେବା ମୁଲ୍ୟ ମଧ୍ୟ କାଟି ରଖୁଛନ୍ତି । ମାତ୍ର ସଠିକ ସମୟରେ ନିଯୁକ୍ତି ପାଇଥିବା ବ୍ୟକ୍ତିର ଇପିଏଫ୍ ଏବଂ ଇଏସ୍ଆଇ ଅର୍ଥ ଜମା କରାଯାଇନଥିବା ଅଭିଯୋଗ ହୋଇଛି । କେତେକ ସଂସ୍ଥା ନିୟମକୁ ସଠିକ ପାଳନ କରୁଥିବା ବେଳେ ଅଧିକାଂଶ ସଂସ୍ଥା ଏଭଳି ଠକେଇ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଜିଲ୍ଲାରେ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ନିକଟ ଭବିଷ୍ୟତରେ ଏକ ବଡ଼ ଆନ୍ଦୋଳନର ଦାନା ବାନ୍ଧୁଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!