Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଢ଼େଇ ପାଇଁ ବିଧାୟକ ପ୍ରସ୍ତୁତ

by ସଞ୍ଜୟ ସ୍ୱାଇଁ
December 6, 2019
in Nayagarh, Sports, State
ଲଢ଼େଇ ପାଇଁ ବିଧାୟକ ପ୍ରସ୍ତୁତ
28
VIEWS
Share on FacebookShare on Twitter

ନୟାଗଡ଼ : ସର୍ବଭାରତୀୟ ଫୁଟବଲ୍

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେଠାରେ ଆସନ୍ତା ୨ ତାରିଖରୁ ସର୍ବଭାରତୀୟ ଫୁଟବଲ୍ ଟୁନାମେଣ୍ଟ ଆରମ୍ଭ ହେବ । ସେଥିପାଇଁ ଖେଳପଡ଼ିଆର ପ୍ରସ୍ତୁତ ହୋଇ ଅଛି । ଆସନ୍ତା କାଲି ୩୦ ତାରିଖ ଏହି ଖେଳର ଟ୍ରେଲର ଦେଖିବାକୁ ମିଳିବ । ନୟାଗଡ଼ ଜିଲ୍ଲାର ଚାରି ବିଧାୟକଙ୍କ ମଧ୍ୟରେ ଲଢ଼େଇ ହେବ ଜୋରଦାର । ସେଥିପାଇଁ ବିଧାୟକମାନେ ପ୍ରାଟିସ୍ କରିବା ସହିତ ନିଜ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେଣି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଦାୟକ ସୈାମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ନିଜ ନିଜ ଟିମ ସହ ପ୍ରସ୍ତୁତି ଆରମ୍ଭ କଲେଣି । ଆସନ୍ତା କାଲି ଅପରାହ୍ନ ୨ଟା ବେଳେ ନୟାଗଡ଼ ଖେଳପଡ଼ିଆରେ ବିଧାୟକମାନେ ତାଙ୍କ ଖେଳ ଦେଖାଇବେ । ୪ ଦଳ ମଧ୍ୟରୁ ଶ୍ରେଷ୍ଠଦଳ ବଛା ହେବ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!